ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ,୬୬୩ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ…
() ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ
୬୬୩ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ।
ପ୍ରତ୍ୟେକ ବାଟାଲିଅନ ପାଇଁ ୨୨୧ଟି ପଦବୀ।
ଆହୁରି ୧୩୨ଟି ପଦବୀ ଆଉଟ୍ ସୋର୍ସିଂ ଜରିଆରେ ମଧ୍ୟ ପୂରଣ ହେବ।
{} ମୁଖ୍ୟମନ୍ତ୍ରୀ ଶ୍ରୀ...
ଦ୍ରୌପଦୀ ମୁର୍ମୁଙ୍କୁ NDA ରାଷ୍ଟ୍ରପତି କରିବା ପ୍ରସଙ୍ଗରେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା…
( ) ଦ୍ରୌପଦୀ ମୁର୍ମୁଙ୍କୁ NDA ରାଷ୍ଟ୍ରପତି କରିବା ପ୍ରସଙ୍ଗରେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା । ବିଜେଡି ସମର୍ଥନ ଦେବ ବୋଲି ପରୋକ୍ଷରେ ଦେଲେ ସଂକେତ । ସେ କହିଛନ୍ତି,...
ୱାର୍ଡ ସଭ୍ୟରୁ ରାଷ୍ଟ୍ରପତି , ଦେଶର ପ୍ରଥମ ବ୍ୟକ୍ତି…
() ୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ରେ ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ । ଭାରତୀୟ ଜନତା ପାର୍ଟିର ଦଳୀୟ...
ମୋବାଇଲ୍ ଫୋନ୍ର ଅତ୍ୟଧିକ ବ୍ୟବହାର ଯୋଗୁଁ ଯୁବପିଢ଼ି ଏକାଗ୍ରତା ହରାଉଛନ୍ତି : ଡାକ୍ତର ଅଶୋକ ମହାପାତ୍ର…
() ମୋବାଇଲ୍ ଫୋନ୍ର ବହୁଳ ବ୍ୟବହାର ଫଳରେ ଯୁବପିଢ଼ିଙ୍କ ମଧ୍ୟରେ ଏକାଗ୍ରତାର ଘୋର ଅଭାବ ଦେଖାଦେଉଛି । ଶରୀର ପାଇଁ ମଧ୍ୟ ଏହା କ୍ଷତିକାରକ ସାବ୍ୟସ୍ତ ହେଉଛି । ନିଜ ଘର ଠାରୁ...
ନିଜର ଉତ୍କର୍ଷ ପୁଣି ବଜାୟ ରଖିଲା ସୋଆ ….
{} ନାକ୍ ରୁ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ।
() ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜର ଉତ୍କର୍ଷ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନ୍ୟାସ୍ନାଲ୍ ଆସେସ୍ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍ସିଲ୍ (ନାକ୍)ର ତୃତୀୟ...
ବଢୁଛି ସଂକ୍ରମଣ…
() ରାଜ୍ୟରେ କୋଭିଡ଼ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା।ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ଆରମ୍ଭ ହୋଇଛି । କୋଭିଡ ସଂକ୍ରମଣ ସହ ଟିଭି,...
ଦୁବାଇରୁ ଆସିବ ବଡ଼ ଧରଣର ପୁଞ୍ଜି…
() ଦୁବାଇରୁ ବଡ଼ ଧରଣର ପୁଞ୍ଜି ଓଡିଶାକୁ ଆସିବାର ଆଶା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦୁବାଇ ଗସ୍ତରେ ଯାଇଛନ୍ତି। ବଡ଼ ପୁଞ୍ଜିନିବେଶ ଆସିଲେ ଓଡ଼ିଆ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୃଷ୍ଟି ହେବ। ଜାଗା,ପାଣି...
ଦିଲ୍ଲୀ ଡାକରା ନେଇ ମତ ରଖିଲେ : ସୁର…
() ଦିଲ୍ଲୀ ଡାକରା ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ରଖିଲେ ମତ କହିଲେ କେନ୍ଦ୍ର ସରକାର ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି l ସେଥିପାଇଁ ଦିଲ୍ଲୀରେ ହେଉଥିବା ସତ୍ୟାଗ୍ରହ ଆନ୍ଦୋଳନରେ ସାମିଲ ହେବି...
୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ସୁର…
() ୨୦୨୪ ସାଧାରଣ ନିର୍ବାଚନ ମୁଁ ଲଢ଼ିବି ନାହିଁ l ବହୁ ଆଗରୁ ଘୋଷଣା କରିଛି l ମୋ ସାନ ପୁଅ ନିର୍ବାଚନ ଲଢିବ l ସେ ପୁରା ଫିଟ୍ l ମତେ...
ଅଗ୍ନିପଥ ଯୋଜନା ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ସୂଚନା…..
()ଅଗ୍ନିପଥ ଯୋଜନା ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ସୂଚନା ।୧୭-୧୮ ବର୍ଷ ପରେ ଛାତ୍ର ଛାତ୍ରୀଙ୍କୁ ନିଯୁକ୍ତି ମିଳୁଥିବାରୁ ସୁବିଧା ହେବ। ସେମାନେ ଫେରିବା ପରେ ଅନ୍ୟ ସ୍ଥାନରେ ନିଯୁକ୍ତି...