ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ…

- Advertisement -

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ସର୍ବାଧିକ ୨୨୫ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ରେ ପହଁଚିଛି।
ସେମାନେ କଟକରୁ ସର୍ବାଧିକ ୯୨ଜଣ।ଜଗତସିଂହପୁର – ୧୩, ଖୋର୍ଦ୍ଧା-୧୯, ନୟାଗଡ-୭, କଟକ-୯୨, ଢେଙ୍କାନାଳ-୭, ବାଲେଶ୍ୱର-୨, ଅନୁଗୁଳ-୧, ଭଦ୍ରକ-୫, କଳାହାଣ୍ଡି-୩, କନ୍ଧମାଳ-୧୫, ଗଞ୍ଜାମ-୨୦, ସୁନ୍ଦରଗଡ-୧, ପୁରୀ-୧୫, ବଲାଙ୍ଗୀର-୧୨, କେନ୍ଦ୍ରାପଡା-୪, ମୟୂରଭଞ୍ଜ-୯ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ସମସ୍ତ ୧୯୬ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୨୯ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୧୨୩୬ଜଣ ଚିକିତ୍ସିତ ହେଉଥିବା ବେଳେ ୨୪୭୪ଜଣ ସୁସ୍ଥ ହୋଇସାରିଲେଣି। ଆଉ ୧୦ଜଣଙ୍କର ମୃତ୍ୟୁ ହୋଇଛି।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles