- Advertisement -
( )ବିଜେପି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ, ଗୋଆ ଓ ଅନ୍ୟ ରାଜ୍ୟରେ ବିଜେପି ଭଲ କରିବ l ଓଡିଶାରେ ବିଜେପି ବିଗ ଜିରୋ l ଏଠି ହେବେନି ସେମାନେ l ପୌର ନିର୍ବାଚନ ଗୋଟିଏ ବି ଜିତିପାରିବନି ରାଜ୍ୟ ବିଜେପି l କଂଗ୍ରେସ ପୌର ନିର୍ବାଚନ ରେ ଭଲ କରିବ l
ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ