ବିଜେଡି ପଦଯାତ୍ରା ଅବଧି ବଢିବ…

- Advertisement -

ଭୁବନେଶ୍ୱର : ଏକ ମାସ ଧରି ଚାଲିବ ବିଜେଡି ପଦଯାତ୍ରା l ବର୍ଷା ଓ ପୂଜା ଛୁଟିକୁ ଦେଖି ବଢିପାରେ ପଦଯାତ୍ରା ସମୟସୀମା। ଅକ୍ଟୋବର ୨ ରୁ ୧୧ ଯାଏ ହୁଏ ପଦଯାତ୍ରା। ହେଲେ 2ବର୍ଷଧରି ବିଜେଡି ପଦଯାତ୍ରା ଅବଧି ବଢ଼ାଉଛି l ଆଜି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମେମ୍ବର ସିପ୍ ଡ୍ରାଇଭ ସହ ପଦଯାତ୍ରା ନେଇ ନେତାଙ୍କ ସହ ଆଲୋଚନା କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ବୈଠକରେ ଏଥର ପଦଯାତ୍ରାରେ କଣ ଷ୍ଟାଟେଜିରହିବ ତାହା ଉପରେ ଆଲୋଚନା ହୋଇଥିଲା । ବୈଠକରେ ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ଜିଲା ବିଜେଡି ସଭାପତି ମାନେ ଯୋଗଦେଇଥିଲେ ।ସଭ୍ୟ ସଂଗ୍ରହ କିଭଳି ଜିଲ୍ଲା ସ୍ତରରେ ଚାଲିଛି ସେଇ ଆଲୋଚନା ମଧ୍ୟ ଆଲୋଚନା ହୋଇଥିଲା l ଏଥର ବିଜେଡି 1କୋଟି ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ ରଖିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles