ବିଜେଡି ପାଇଁ ଭୋଟ ମାଗିବେ ଦାମ………

- Advertisement -

ଭୁବନେଶ୍ୱର : ତିର୍ତୋଲ ନିର୍ବାଚନ ମଣ୍ଡଳୀ ରେ ଉପନିର୍ବାଚନ ପାଇଁ ଦାମ ପ୍ରଚାର ମଇଦାନକୁ ଓହ୍ଲାଇବେ ।ବିଜେଡି ପାର୍ଥୀ ତଥା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ପାଇଁ ଭୋଟ ମାଗିବେ ।ଆସନ୍ତାକାଲି ସେ ତିର୍ତୋଲ ଯିବେ ,ସବୁଠାରୁ ବଡକଥା ହେଉଛି କୈଣସି ରାଜନୈତିକ ବ୍ୟାନର ରେ ସେ ପ୍ରଚାର କରିବେ ନାହିଁ ,କିନ୍ତୁ ବିଜେଡି ପାର୍ଥୀ ପାଇଁ ଭୋଟ ମାଗିବେ । ଉପନିର୍ବାଚନ ରେ ଫଳାଫଳ ଶାସକ ଦଳ ସପକ୍ଷରେ ଯିବ ବୋଲି ଦାମ କହିଛନ୍ତି ।କାରଣ ନବୀନ ପଟ୍ଟନାୟକ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଅଛନ୍ତି ,ବିଷ୍ଣୁ ଦାସ ମଧ୍ୟ ସେଠାରେ ବିଧାୟକ ଥିଲା ତେଣୁ ବିକାଶ ମୂଳକ କାର୍ଯ୍ୟ ଅଧିକ ହେବ ଯଦି ବିଜେଡି ବିଜୟ ହେବ ବୋଲି ଦାମ ଯୁକ୍ତି ବାଢିଛନ୍ତି ।ତେଣୁ ତିର୍ତୋଲ ନିର୍ବାଚନ ମଣ୍ଡଳୀ ର ଜନତା ବିଜେଡି କୁ ଭୋଟ ଦିଅନ୍ତୁ ବୋଲି ସେ କହିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles