ପଜିଟିଭ ବିଧାୟକଙ୍କୁ ବିଧାନସଭା ମନା…..

- Advertisement -
  • ଭୁବନେଶ୍ୱର : ବିଧାନସଭା ବସିବାର ଦୁଇଦିନ ପୂର୍ବରୁ ବିଧାୟକଙ୍କ କରନା ଟେସଟିଙ୍ଗ ହେବ। ବିଧାନସଭା ପରିସରରେ ହେବ ଟେଷ୍ଟ। ଆର ଟି ପିସିଆର ଟେଷ୍ଟ କରାଯିବ। ଯେଉଁମାନଙ୍କର ନେଗେଟିଭ ପ୍ରବେଶ ପାଇଁ ସେଇମାନଙ୍କୁ ଅନୁମତି ଦିଆଯିବ। 5 ଦିନ ପରେ ଆଉ ଥରେ ଟେଷ୍ଟ ହେବ। ଯେଉଁ ବିଧାୟକ ମାନଙ୍କର ପଜିଟିଭ ବାହାରିବ ସେମାନେ ଅନୁମତି ମିଳିବନି। ବିଧାନସଭା ଆସିବ ସମୟରେ ଲକ୍ଷଣ ଦେଖା ଗଲେ ଆଂଟିଯେନ ଟେଷ୍ଟ ହେବ। ବିଧାନସଭା ପରିସରରେ ହିଁ ବିଧାନସଭା ବସିବ। ଯେଉଁମାନଙ୍କର ବୟସ 60 ବର୍ଷରୁ ଉର୍ଦ୍ଧ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସିଟ ଆରେଞ୍ଜମେଣ୍ଟ କରାଯିବ। ଯେଉଁ ବିଧାୟକ ମାନେ ବିଧାନସଭା ଆସିବେ ସେମାନେ ସଂଗରୋଧ ରେ ରହିବେ। କାହା ସହ ମିଶିବେନି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles