ବିଧାନସଭାରେ କଣ ପ୍ରଶ୍ନ କଲେ ମହାରଥୀ : କି ଉତ୍ତର ଦେଲେ ମନ୍ତ୍ରୀ ସମୀର

- Advertisement -

ଭୁବନେଶ୍ୱର :ପୁଣି ପିପିଲି ବିଧାୟକ ପ୍ରଦୀପ ମହାରଥୀ ବିଧାନସଭାରେ ବିରୋଧୀଙ୍କ ପରି ପ୍ରଶ୍ନ କରି ଘାଇଲା କରିଛନ୍ତି ମନ୍ତ୍ରୀ ସମୀର ଦାସଙ୍କୁ l ତେବେ କଣ ପଚାରିଲେ ପ୍ରଦୀପ ଓ କି ଉତ୍ତର ଦେଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ନଜର ପକାନ୍ତୁ…
ପ୍ରଶ୍ନ-1-ସ୍କୁଲରେ ପାଇଖାନା ଅଛି ଯଦି ପାଣି ବ୍ୟବସ୍ଥା ଅଛି କି? ସଫା ପାଇଁ sweeper ଅଛି କି?
ଉତ୍ତର – ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ
1- Sweeper ପାଇଁ ବିଭାଗ ବିଚାର କରିନି। ହେଲେ ସବୁ ସ୍କୁଲରେ ପାଣିର ବ୍ୟବସ୍ଥା ଅଛି। ହୁଏତ overhead tank ନ ଥାଇପାରେ, ହେଲେ tubewell ମାଧ୍ୟମରେ ପାଣି ଯୋଗାଇ ଦିଆଯାଇଛି। ସଫା ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଯିଏ ବ୍ୟବହାର କରୁଛି, ଶିକ୍ଷକ, ଛାତ୍ର ବା ଅନ୍ୟ ଯିଏ ବି, ସେମାନେ ନିଜେ ସଫା କରିବାକୁ ମୁଁ ଅନୁରୋଧ କରୁଛି

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles