ଓଏସସିବିସି କମିଶନ ଭାବରେ ଦାୟିତ୍ୱ ନେଲେ ରଘୁନାଥ ବିଶ୍ୱାଳ.. 

- Advertisement -

ଭୁବନେଶ୍ୱର : ଆଜି ଓଏସସିବିସି କମିଶନ ଭାବରେ ଦାନେଲେ ରଘୁନାଥ ବିଶ୍ୱାଳ  ।ଏହାସହ ତିନିଜଣ ସଦସ୍ୟ ଡକ୍ଟର ନବନୀତା ରଥ ଓ ମିତାଲି ଚିନ୍ନାରା ଓ ପ୍ରସନ୍ନ କୁମାର ପାତ୍ର ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ଗ୍ରହଣ ପରେ କମିଶନ ରଘୁନାଥ ବିଶ୍ଵାଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି କୌଣସି ବର୍ଗ କୁ ଆସିବା ପାଇଁ ଚାହିଁବ ଆସି ପାରିବ ।ଏହାସହ କୌଣସି ଓବିସି ବର୍ଗରେ ଥାଇ ଯଦି ସାମାଜିକ ଓ ଆର୍ଥିକ ସ୍ତରରେ ସ୍ଵଛଳ ଥାନ୍ତି ସେ ସେମାନଙ୍କ ନାମ ଓବିସି ତାଲିକା ରୁ ହଟେଇ ପାରିବେ ।ଏଥିପାଇଁ ଏକ ଡାଟା ତିଆରି ହେବ ।ରାଜ୍ୟରେ କେତେ ଓବିସି ଅଛନ୍ତି ତାହାର ଡାଟା ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି ।ରିଜରଭେସନ ପାଇଁ ମଣ୍ଡଳ କମିଶନ ଯାହା ଅଛି ତାକୁ ଲାଗୁକରିବା ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles