- Advertisement -
ଭୁବନେଶ୍ୱର : ଦଳ ବିରୋଧି କାମ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ବାଲେଶ୍ଵରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ. I ବାଲେଶ୍ୱର ଉପ ନିର୍ବାଚନରେ ଜୀବନ ଦଳ ବିରୋଧୀ କାମ କରିଥିବା ଅଭିଯୋଗ ରିପୋର୍ଟ ତାଙ୍କ ବିରୋଧରେ ଆସିଥିବାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ କରିଛନ୍ତି l