ତିର୍ତୋଲରେ ୮୮୮.୮୯ ମିଟର ବିଶିଷ୍ଟ ସେତୁ ନିର୍ମାଣ କରାଯିବ….

- Advertisement -
- Advertisement -

ଭୁବନେଶ୍ୱର : ଜଗତସିଂହପୁର ତିର୍ତୋଲ କୋଶଳ ଶଙ୍ଖେଶ୍ଵର ରାସ୍ତାର ମହାନଦୀ ଉପରେ ଏକ ଉଛସେତୁ ନିର୍ମାଣ ମଞ୍ଜୁରୀ ମିଳିଛି ।ଏହି ସେତୁ ପାଇଁ ବ୍ୟୟ ଅଟକଳ ରହିଛି ୧୧୮.୫୬ କୋଟି ଆଗକୁ ତିର୍ତୋଲ ଉପ ନିର୍ବାଚନ ଥିବାରୁ ଏହାକୁ ନଜରରେ ରଖି ଏହା ନିର୍ବାଚନୀ ଥୋପ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।ସୂଚନା ଅନୁସାରେ ୮୮୮.୮୯ ମିଟର ବିଶିଷ୍ଟ ଏହି ସେତୁ ନିର୍ମାଣ କରାଯିବ ।ଏହି ସେତୁ ପାଇଁ ଅନେକ ଦିନରୁ ଦାବି ଥିଲା ।ଏଥିପାଇଁ ଏବେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ।ଏହି ସେତୁ ନିର୍ମାଣ ହେଲେ ବହୁ ପଞ୍ଚାୟତ ଲୋକେ ଉପକୃତ ହେବେ ।ପାଖାପାଖି ୫୦ ହଜାର ଲୋକେ ଉପକୃତ ହେବେ ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles