28ରେ କଂଗ୍ରେସ ନେବ ରାଜ୍ୟସଭା ନିଷ୍ପତି : ପିସିସି ସଭାପତି
ରାଜ୍ୟସଭା ନିଷ୍ପତି ପାଇଁ ଦିଲ୍ଲୀ ଯିବେ ପିସିସି ସଭାପତି l ଦିଲ୍ଲୀରେ ହାଇକମାଣ୍ଡ ସହ କରିବେ ଆଲୋଚନା l କଂଗ୍ରେସ ପ୍ରାର୍ଥୀ ଦେବା ନେଇ କରିବେ ଆଲୋଚନା l ରାଜ୍ୟସଭାରେ କଂଗ୍ରେସ ସକ୍ରିୟ ଭୂମିକା ନେବେ l ବିଜେଡି ସଭାପତି ନବୀନ ପଟନାୟକ ସମୟ ଦେଇ ପାରନ୍ତି l ଏନେଇ ଅପେକ୍ଷାରେ ଅଛୁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି l
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy