ଲୋକଙ୍କୁ ଲୁଟୁଛି ଟାଟା ପାୱାର

- Advertisement -

ବିଧାନସଭାରେ ଟାଟା ପାୱାର ଝଡ଼। ଓଡ଼ିଶାର ଲୋକଙ୍କୁ ଟାଟା ପାୱାର କିପରି ଲୁଟ କରୁଛି ତାହା ଶୂନ୍ୟକାଳରେ  ବିଜେଡି ବିଧାୟକ ଶାରଦା ଜେନା ଉଦାହରଣ ଦେଇ ବର୍ଷିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ OERC ରିପୋର୍ଟ କହୁଛି ରାଜ୍ୟର ବିଦ୍ୟୁତ୍ ଉପଭୁକ୍ତା ମାନଙ୍କ ଠାରୁ ଟାଟା ପାୱାର ଅର୍ଥ ଲୁଟିଛି । ଟାଟା ପାୱାରର 4 ବିଦ୍ୟୁତ୍ ବିତରକ ସଂସ୍ଥା ଉପଭୋକ୍ତାଙ୍କ ଠାରୁ ୧ ହଜାର ୬୫ କୋଟି ଟଙ୍କା ଠକିଛନ୍ତି । ୟୁନିଟ୍ ପିଛା ୩୬ ପଇସା ହିସାବରେ ଲୁଟିଛନ୍ତି । ସେହି ସଂସ୍ଥା ଗୁଡ଼ିକ ବିରୋଧରେ ତଦନ୍ତ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ହିତାଧିକାରୀ ମାନଙ୍କୁ ସୁଧ ସହ ଟଙ୍କା ଫେରାଇବାକୁ ଦାବି କଲେ ବିଜେଡ଼ି ବିଧାୟକ ଶାରଦା ପ୍ରସନ୍ନ ଜେନା । ବାରମ୍ବାର ଟାଟା ପାୱାର ବିରୁଦ୍ଧରେ ଅଭିଯୋଗ ହେଉଥିଲେ ମଧ୍ୟ ଲୋକଙ୍କ ସରକାର କାହିଁକି ଚୁପ୍ ଅଛନ୍ତି ବୋଲି ସାଧାରଣ ପ୍ରଶ୍ନ ଉଠିଛି।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles