ମହଣ ମହଣ ସୁନାରେ ସୁନାବେଶରେ ମଣିମା
ରଥ ଉପରେ ମହଣ ମହଣ ସୁନାରେ ମଣିମା କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବଡ ଦାଣ୍ଡରେ ବ୍ରହ୍ମାଣ୍ଡ ନାୟକ ସୁନା ବେଶରେ ରଥାରୁଢ଼ ହୋଇଛନ୍ତି। ସୁନା ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଜନ ସମୁଦ୍ର ପାଲଟିଛି ପୁରୀ। ବର୍ଷକୁ ୫ଥର ସୁନା ବେଶ ହୁଅନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ଆକର୍ଷଣୀୟ ସୁନାବେଶ ରଥ ଉପରେ ଦେଖିଲେ କୋଟିପୂର୍ଣ୍ଣ ମିଳିଥାଏ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy