ବିରୋଧୀ ଦଳ ନେତାଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି…

- Advertisement -

() ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସବୁବେଳେ ନିଜ କାର୍ଯ୍ୟ ପାଇଁ କୁଖ୍ୟାତି ଅର୍ଜନ କରିଛନ୍ତି କିନ୍ତୁ ଚଳିତ ଥର ସେ ସମସ୍ତ ପ୍ରକାର ସୀମାକୁ ପଦ୍ମପୁରରେ ଉଲଂଘନ କରିଛନ୍ତି | ସମ୍ପୂର୍ଣ ମହିଳା ଜାତି ପାଇଁ ଯେଉଁ କୁତ୍ସିତ ବକ୍ତବ୍ୟ ଦେଇଛନ୍ତି ତାକୁ ଆମେ ନିନ୍ଦା କରୁଛୁ ଏବଂ ତାହା ଦୁର୍ଭାଗ୍ୟଜନକ ତାଙ୍କ ବକ୍ତବ୍ୟ ଅତ୍ୟନ୍ତ ନିମ୍ନ ମାନର ସମ୍ପୂର୍ଣ ମହିଳା ଜାତି ପାଇଁ ଘୃଣ୍ୟ | ଜଣେ ଆଇନ ପ୍ରଣେତାଙ୍କଠାରୁ ଏହା ଆଶା କରାଯାଇ ନପାରେ | ନିର୍ବାଚନ ଆସେ ଏବଂ ଯାଏ ନିଜ ଉଚ୍ଚାରଣ ଏବଂ ଆଚରଣ ଭିତରେ ସାମଞ୍ଜସ୍ୟ ନ ଆଣିଲେ ଲୋକେ କେବେ ପସନ୍ଦ କରିବେ ନାହିଁ | ଆମେ ପେନ ଡ୍ରାଇଭ ପ୍ରମାଣ ସ୍ୱରୂପ ଦେଇଚୁ, ସିଇଓ ନିକଟରୁ ଆଶା କରୁ ଉପ ନିର୍ବାଚନ ପ୍ରଚାରରୁ ତାଙ୍କୁ କ୍ଷାନ୍ତ କରିବେ କାରଣ ଅପରାଧିକ ପୃଷ୍ଠାଭୂମିର ଥିବ ଏବଂ ଅଭଦ୍ର ମନ୍ତବ୍ୟ ଦେଉଥିବ ସେ ସମ୍ପୂର୍ଣ ମାହୋଲକୁ ଖରାପ କରିଦେବ।

 

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles