ପରୀକ୍ଷା ହେବ ଓ ଫଳ ବି ପ୍ରକାଶ ପାଇବ…

- Advertisement -

() ଏଥର ଯୁକ୍ତ ଦୁଇ ରେ ଗତ ବର୍ଷ ଭଳି ତ୍ରୈମାସିକ ବା କ୍ଵାଟର ଏଣ୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଗଣ ଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଗଲା। ଜୁନ ୧୮ ରୁ କଲେଜ୍ ଖୋଲିଥିଲେ ସୁଦ୍ଧା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କ୍ଵାଟର ଏଣ୍ଡ ପରୀକ୍ଷା ହେବ ନା ନାହିଁ ସ୍ପଷ୍ଟ କରିନଥିଲା। ଫଳ ରେ ପିଲାମାନେ ଚିନ୍ତାରେ ଥିଲେ। ଏନେଇ ଓଟିଭି ରେ ଅଗଷ୍ଟ ୧୪ ରେ ଖବର ପ୍ରସାରଣ ହୋଇଥିଲା ଆଜି ବିଭାଗ ପକ୍ଷରୁ ସ୍ପଷ୍ଟ କରାଗଲା। ଥିଓରୀ ପାଇଁ ୨୦ ଓ ପ୍ରାକ୍ଟିକାଲ ପାଇଁ ୧୦ ମାର୍କ ର ପରୀକ୍ଷା ହେବ। CHSE ପରୀକ୍ଷା ଡେଟ ଘୋଷଣା କରିବ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles