10ଟି ଜିଲ୍ଲାର ତାପମାତ୍ରା 40ଡିଗ୍ରୀ ଉପରେ….

- Advertisement -

ଭୁବନେଶ୍ୱର : ୧୦ ଟି ସ୍ଥାନରେ ୪୦.୦ ଡ଼ିଗ୍ରୀ ସି କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି |୩ ଟି ସ୍ଥାନରେ ୪୧.୦ ଡ଼ିଗ୍ରୀ ସି କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି |
ସର୍ବୋଚ୍ଚ ଦିନ ତାପମାତ୍ରା ୪୧.୭ ଡ଼ିଗ୍ରୀ ସି. ବଲାଙ୍ଗୀର ରେ ରେକର୍ଡ କରାଯାଇଛି*
ଭୁବନେଶ୍ୱର- ୩୭.୨ ଡ଼ିଗ୍ରୀ ସି.
ବାଲେଶ୍ୱର -୩୭.୦ ଡ଼ିଗ୍ରୀ ସି.
ଚାନ୍ଦବାଲି – ୩୭.୪ ଡ଼ିଗ୍ରୀ ସି.
କଟକ -୩୬.୨ ଡ଼ିଗ୍ରୀ ସି.
ପାରାଦୀପ- ୩୧.୭ ଡ଼ିଗ୍ରୀ ସି.
ଗୋପାଳପୁର -୩୦.୭ ଡ଼ିଗ୍ରୀ ସି.
ପୁରୀ -୩୨.୬ ଡ଼ିଗ୍ରୀ ସି.
#*ଅନୁଗୁଳ – ୪୧.୩ ଡ଼ିଗ୍ରୀ ସି.*
ବାରିପଦା -୩୭.୦ ଡ଼ିଗ୍ରୀ ସି.
#*ଝାରସୁଗୁଡା – ୪୦.୨ ଡ଼ିଗ୍ରୀ ସି.*
କେନ୍ଦୁଝର – ୩୯.୦ ଡ଼ିଗ୍ରୀ ସି.
ସମ୍ବଲପୁର- ୩୯.୫ ଡ଼ିଗ୍ରୀ ସି.
ହୀରାକୁଦ – ୩୮.୯ ଡ଼ିଗ୍ରୀ ସି.
#*ତାଳଚେର-୪୦.୨ ଡ଼ିଗ୍ରୀ ସି.*
#*ଭବାନୀପାଟଣା -୪୦.୫ ଡ଼ିଗ୍ରୀ ସି.*
#*ବଲାଙ୍ଗୀର – ୪୧.୭ ଡ଼ିଗ୍ରୀ ସି.*
#*ଟିଟଲାଗଡ – ୪୧.୫ ଡ଼ିଗ୍ରୀ ସି.*
କୋରାପୁଟ -୩୫.୨ ଡ଼ିଗ୍ରୀ ସି.
#*ମାଲକାନଗିରି – ୪୦.୦ ଡ଼ିଗ୍ରୀ ସି.*
#*ସୋନୁପୁର – ୪୦.୬ ଡ଼ିଗ୍ରୀ ସି.*
ଦାରିଙ୍ଗିବାଡ଼ି – ୩୫.୦ ଡ଼ିଗ୍ରୀ ସି.
#*ନୟାଗଡ -୪୦.୦ ଡ଼ିଗ୍ରୀ ସି.*
#*ବୌଦ୍ଧ -୪୧.୬ ଡ଼ିଗ୍ରୀ ସି.*
ଛତ୍ରପୁର – ୩୩.୦ ଡ଼ିଗ୍ରୀ ସି.
ପାରଳାଖେମୁଣ୍ଡି – ୩୭.୫ ଡ଼ିଗ୍ରୀ ସି.
ରାୟଗଡ – ୩୪.୦ ଡ଼ିଗ୍ରୀ ସି.
ଫୁଲବାଣୀ -୩୯.୮ ଡ଼ିଗ୍ରୀ ସି.

ଆସନ୍ତା ୪ ରୁ ୫ ଦିନ ଯାଏ ଓଡ଼ିଶାର ଜିଲ୍ଲା ଗୁଡିକରେ ଦିନ ତାପମାତ୍ରା ରେ କୌଣସି ପରିବର୍ତନ ର ସମ୍ଭାବନା ନାହିଁ | କିନ୍ତୁ ଓଡିଶା ର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ କିଛି କିଛି ସ୍ଥାନରେ ୪୦.୦ ଡ଼ିଗ୍ରୀ ସି. କିମ୍ବା ତା ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବା ର ସମ୍ଭାବନା ରହିଛି* |

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles