ସ୍ମିତାରାଣୀ କଥା ଉଠିଲା ବିଧାନସଭାରେ…

- Advertisement -

ଭୁବନେଶ୍ୱର : ପୁଣି ସ୍ମିତାରାଣୀ ପ୍ରସଙ୍ଗ ଉଠିଲା ବିଧାନସଭାରେ। ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସ୍ମିତାରାଣୀ ମୃତ୍ୟୁ ଘଟଣାରେ ରୂପେଶଙ୍କ ସମେତ ଆହୁରି କେତେକ ଲୋକ ସାମିଲ ଅଛନ୍ତି। ସେମାନଙ୍କୁ ତଦନ୍ତ ପରିସର କାହିଁକି କରାଯାଉନି। କେଉଁ ଦବଙ୍ଗ ବିଧାୟକଙ୍କ ଚାପରେ ତଦନ୍ତ ହେଉନି କି। ରୂପେଶଙ୍କ ଆକାଉଣ୍ଟରୁ କେଉଁ କେଉଁ ଏମଏଲଏ,ଏମପି ଙ୍କୁ ଯାଇଛି ତାହାର ତଦନ୍ତ ହେଉ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles