ସୁବାସିନୀ ଶର୍ମା ଅଧ୍ୟକ୍ଷା ନିର୍ବାଚିତ

- Advertisement -

ଯାଜପୁର  : ବରି ନିର୍ବାଚନ ମଣ୍ଡଳୀର ବହୁ ପ୍ରତୀକ୍ଷିତ ଅଧ୍ଯକ୍ଷ ପଦର  ଆଜି ଜବନିକା ପଡିଛି । ବିଜେପି ସମର୍ଥିତ ପ୍ରାର୍ଥୀନି ସୁବାସିନୀ ଶର୍ମା ବିନା ପ୍ରତିଦ୍ବନ୍ଦିତାରେ ଅଧ୍ଯକ୍ଷା ନିର୍ବାଚିତ ହୋଇଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ କି ଶାସକ ଦଳ କିମ୍ବା କଂଗ୍ରେସ ନିଜ ଦଳରୁ କୌଣସି ପ୍ରାର୍ଥୀ ଦେଇ ନଥିଲେ ।ସେହି  କାରଣରୁ ବିଜେପି ସମର୍ଥିତ ପ୍ରାର୍ଥୀନି ହିସାବରେ ଶ୍ରୀମତୀ ଶର୍ମା ଏକାକୀ ନିର୍ବାଚନୀ ନାମାଙ୍କନ ଦାଖଲ କରିଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles