ନୂଆ ରାଜ୍ୟପାଳ

ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବରିଷ୍ଠ ବିଜେପି ନେତା ବି ଦତ୍ତାତ୍ରୟଙ୍କୁ ହିମାଚଳପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଲିଥୁବା ବେଳେ କଲରାଜ ମିଶ୍ରଙ୍କୁ ରାଜସ୍ଥାନ ରାଜ୍ୟପାଳ ଭାବେ ଦାୟିତ୍ୱ ମିଳିଛି । ସେହିପରି ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ହୋଇଛନ୍ତି ଭଗତ ସିଂ କୋସ୍ୟାରି । ଆରିଫ ମହମ୍ମଦ ଖାନ ହେଲେ କେରଳ ରାଜ୍ୟପାଳ ହୋଇଥିବା ବେଳେ ତେଲଙ୍ଗାନା ରାଜ୍ୟପାଳ ଭାବେ ଡକ୍ଟର ତାମିଲସାଇ ସୁନ୍ଦରରାଜନଙ୍କୁ ନିଯୁକ୍ତି ମିଲିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles