ଜଗା ଘରେ କରୋନା କଟକଣା…

- Advertisement -

ପୁରୀ : ଜଗତର ନାଥ ଜଗନ୍ନାଥ l ଯେ ସାରା ବିଶ୍ୱକୁ ଚଳାଉଛି l ତାର ବିନା ନିର୍ଦ୍ଧେଶ ରେ ପତ୍ରଟିଏ ବି ହଲେନି l ବିଶ୍ୱର 132 ଟି ଦେଶରେ କରୋନା ତାର କାୟା ବିସ୍ତାର କରିଛି l ଶ୍ରୀକ୍ଷେତ୍ର ଧାମ ରେ ଯେପରି କରୋନା ର ପ୍ରଭାବ ପଡିବ ନାହିଁ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l ସମସ୍ତ ସେବାୟତ, ପୂଜା ପଣ୍ଡା ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଜଗା ର ଘରେ ଅନେକ ଗୁଡ଼ାଏ କଟକଣା ଲଗେଇଛନ୍ତି l କେତେକ ମୁଖ୍ୟ କଟକଣା ଉପରେ ନଜର ପକେଇବା :-

1. ଜଗମୋହନ ଭିତରେ ଜନସମାଗମ ମନା

2. ପୂଜା ବେଳେ ମାସ୍କ ପିନ୍ଧିବେ ସେବାୟତ

3. ଗରୁଡ଼ ସ୍ତମ୍ଭ ଓ ଅରୁଣ ସ୍ତମ୍ଭ ଛୁଇଁବା ମନା

4. ଦେବା ଦେବୀଙ୍କୁ ଛୁଇଁ ପାରିବେନି ଭକ୍ତ

5.ଆନନ୍ଦ ବଜ଼ାରରେ ପ୍ରସାଦ ସେବନ କୁ ନିୟନ୍ତ୍ରଣ

କେବଳ ସେତିକି ନୁହେଁ, ଆଜି ନିଯୋଗ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି l ଏହି ସମସ୍ତ ନିଷ୍ପତି ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ଜାରି ରହିବ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles