ଖାଉଟିଙ୍କୁ କିପରି ସୁହାଇବ କ୍ଷୀର ଦର ?

- Advertisement -

ବ୍ୟାସନଗର: ଆଜି ସରକାରଙ୍କ ଦୁଗ୍ଧ ସମ୍ପର୍କିତ ନିଷ୍ପତ୍ତି ଯେପରି ଇନ୍ଦ୍ର ଜାଲ ଭଳି ଲାଗୁଛି ।ଶ୍ରୀଯୁକ୍ତ ଅରୁଣ ସାହୁ ଦେଇଥିବା ବୟାନ ଅନୁଯାୟୀ ଓମଫେଡ୍ ଦୁଗ୍ଧ ମୂଲ୍ଯ ବଢିଲେ ଦୁଗ୍ଧଚଷି ଓ ଖାଉଟି ଉପକୃତ ହେବେ ।କିନ୍ତୁ ସାଧାରଣ ଜନତା ଏହାକୁ ଗ୍ରହଣ କରିବାକୁ ନାରାଜ୍ ।ଜନତାଙ୍କ ମନରେ ଉଙ୍କିମାରୁଥିବା ପ୍ରଶ୍ନ ହେଉଛି ଖାଉଟି ଏହାଦ୍ବାରା କିପରି ଉପକୃତ ହେବେ? ସରକାର କ’ଣ ଗ୍ଯାସ୍ ଟାଙ୍କି ପରି କ୍ଷୀର ଖାଉଟିଙ୍କୁ ସବସିଟି ଦେବେ? ଓମଫେଡ୍ ମୂଲ୍ୟ ବୃଦ୍ଧି ହେଲେ ଆର୍ଥିକରେଖା ତଳେ ରହୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ଏହାର ନିଶ୍ଚିତ ପ୍ରଭାବ ପଡିବା ଆଶଙ୍କା ରହିଛି ।ଓମଫେଡ୍ ଦର ବୃଦ୍ଧି ହେଲେ ସତରେ କଣ ଚାଷୀଙ୍କୁ ଲାଭ ମିଳିବ? ଏଇପରି ଅନେକ ଦ୍ବନ୍ଦ ସୃଷ୍ଟି ହୋଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles