ଏଡିଏଭି ସ୍କୁଲ୍ ର ଶିକ୍ଷକ ଙ୍କ ବିୟୋଗରେ ସ୍ମୃତିସଭା

- Advertisement -

କୋରାପୁଟ  : ସୁନାବେଡା ସ୍ଥିତ ଏଡିଏଭି ସ୍କୁଲ୍ ର ବହୁ ସ୍ବନାମଧନ୍ଯ ଶିକ୍ଷକ ଶ୍ରୀଯୁକ୍ତ ଗଗନ ବିହାରୀ ପୋଲାର୍ ଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଏହି ଖବର ପାଇ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷତ୍ରୀଙ୍କ  ଠାରୁ ଆରମ୍ଭ କରି ସମସ୍ତ ଛାତ୍ରଛାତ୍ରୀ ମର୍ମାହତ ହୋଇଥିଲେ । ସମସ୍ତଙ୍କ ପ୍ରୀୟ  ପୋଲାର୍ ସାର୍ ଙ୍କ ସ୍ମୃତିରେ ଏଡିଏଭି ୯୦ ବ୍ଯାଚ୍ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା  ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇଥିଲା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles