ନବୀନ ଦେଲେ ମନ୍ତ୍ର….

- Advertisement -

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଚାଲିଛି। ସଦସ୍ୟ ସଂଗ୍ରହ କୁ ଅଧିକ ରୁ ଅଧିକ କରିବା ଦିଗରେ ଗୁରୁତ୍ୱ। ବର୍ତମାନ 47ଲକ୍ଷ ସଦସ୍ୟଙ୍କୁ ଦୁଇଗୁଣ କରାଯିବ। ପୂର୍ବରୁ ସଦସ୍ୟତା ସଂଗ୍ରହ ଅଭିଯାନ ପାଇଁ ଦଳୀୟ ସଭାପତି ନବୀନ ପଟ୍ଟନାୟକ କମିଟି କରିଛନ୍ତି। ଏଥିରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରମିଳା ମାଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ, ପ୍ରଦୀପ ପାଣିଗ୍ରାହୀ ଓ ପ୍ରଣବ ପ୍ରକାଶ ଦାସ ସଦସ୍ୟ ଅଛନ୍ତି। ଏହି କମିଟି ଦଳୀୟ ଏଜେଣ୍ଡା, ବିକାଶ ଯୋଜନା ଓ କାର୍ଯ୍ୟକାରିତା ନେଇ ଲୋକଙ୍କ ପାଖକୁ ଯିବ। ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ 5ଟି ଓ ମୋ ସରକାର ପରି କାର୍ଯ୍ୟକ୍ରମ କରି ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ଆଗକୁ ପୌର ନିର୍ବାଚନ ଥିବାରୁ, ସଦସ୍ୟ ସଂଗ୍ରହ କମିଟିର ଦାୟିତ୍ୱ ଅଧିକ ବଢିବ। ସେହିପରି ବିଜେପୁର ଉପନିର୍ବାଚନ ଥିବାରୁ ସଦସ୍ୟ ସଂଗ୍ରହ ବିଶେଷ ଭୂମିକା ନେବ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles