ନିଯୁକ୍ତ ହେଲେ ପ୍ରତ୍ୟେକ ଜିଲ୍ଲା ପାଇଁ ବିଜଦ ର ପର୍ଯ୍ଯବେକ୍ଷକ
ବ୍ୟାସନଗର : ଆଜି ବିଜୁ ଜନତା ଦଳ ପକ୍ଷରୁ ପ୍ରତ୍ଯେକ ଜିଲ୍ଲା ର ପର୍ଯ୍ଯବେକ୍ଷକ ନିଯୁକ୍ତ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ନିରଞ୍ଜନ ପୂଜାରୀ (ଅନଗୁଳ)ଉଷା ଦେବୀ (କଟକ ) ନବକୀଶୋର...
ଇଲେକ୍ସନ ନୁହେଁ, ହେବ ସିଲେକ୍ସନ କାରଣ କଣ
ଏବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ଇଲେକ୍ସନ ନୁହେଁ, ହେବ ସିଲେକ୍ସନ । ତେବେ ଏପରି ନୀତିକୁ କାହିକିଁ ସରକାର ଆପଣାଇଲେ । କଣ ରାଜ୍ୟ ସରକାର କଲେଜ ନିର୍ବାଚନକୁ...
ଆଜି ଶ୍ରୀକୃଷ୍ଣଙ୍କ ଜନ୍ମଦିନ
ଭଗବାନ ଶ୍ରୀକୃଷ୍ଣଙ୍କ ଆଜି ହେଉଛି ଜନ୍ମଦିନ । ଏହିଦିନକୁ ସାରା ଦେଶରେ ଜନ୍ମାଷ୍ଟମୀ ଭାବେ ପାଳନ କରୁଛି । ପୁରାରଣ ଅନୁସାରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ହେଉଛି କୃଷ୍ଣ ଅବତାର । ଜନ୍ମାଷ୍ଟମୀ...
ନବୀନଙ୍କ ଦିଲ୍ଲୀଗସ୍ତ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀଗସ୍ତରେ ଯିବେ । ତେବେ ମୁଖ୍ୟମନ୍ତ୍ରୀ କେତେ ଦିନିଆ ଦିଲ୍ଲୀଗସ୍ତରେ ଯିବେ ତାହା ସୂଚନା ମିଳିନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନ ୧୨ଟା...
ଦୁର୍ଘଟଣାରେ ଅଚିହ୍ନା ଯୁବକ ଗୁରୁତର
ପାଣିକୋଇଲି : ଆଜି ସନ୍ଧ୍ୟା ସମୟରେ ପାଣିକୋଇଲି ନିକଟସ୍ଥ ପଥରପଦା ପୋଲ ନିକଟରେ ଭାରସାମ୍ୟ ହରାଇ ଯୁବକ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ OD 04 A 0937 ନମ୍ବର...
ବଦଳିବ ରାଜ୍ୟ କଂଗ୍ରେସର ରୂପରେଖ : ଆସିବେ ନୂଆ ସଭାପତି
ବଦଳିବ ରାଜ୍ୟ କଂଗ୍ରେସର ରୂପରେଖ । ଓଡ଼ିଶା କଂଗ୍ରେସର ମଙ୍ଗ ଧରିବେ ନୂଆ ଯୁବନେତା । ଯାହାକୁ ନେଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଆରମ୍ଭ କରିଛନ୍ତି ପ୍ରୟାସ । ୨୦ ବର୍ଷ...
ପାକିସ୍ତାନ ପାଇଁ ମୋଦିଙ୍କ ନୂଆ ପ୍ଲାନ …
nକାଳେବଳେ କୌଶଳେ ପାକିସ୍ତାନକୁ ପାନେ ଦେବା ପାଇଁ ମୋଦି ସରକାର ସବୁ ସ୍ତରରେ ଉଦ୍ୟମ ଆରମ୍ଭ କରିଛନ୍ତି । ଭାରତ ସହ ଅର୍ଥନୈତିକ ସମ୍ପର୍କ ତୁଟାଇ ପାକିସ୍ତାନ ଏବେ ବହୁ ଅସୁବିଧାର ସମ୍ମୁଖୀନ...
ପି.ଚିଦାମ୍ବରମ ଗିରଫ ନାଟକ ..
ଶେଷରେ ଗିରଫ ହୋଇଛନ୍ତି ପୂର୍ବତନ ଗୃହ, ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ଚି.ଦାମ୍ବରକଙ୍କ ଗିରଫକୁ ନେଇ ଯେଉର୍ ରାଜନୈତିକ ନାଟକ ଦେଖିବାକୁ ମିଳିଲା ଏଥିରେ ଘାଇଳା ହୋଇଛି ସିବିଆଇ । ବୁଧବାର ସକାଳେ ପି.ଚିଦାମ୍ବରଙ୍କୁ...
୧୦ବର୍ଷର ବଦଲା ନେଲେ ଶାହା : ଗରିଫ ହେଲେ ଚିଦାମ୍ବରମ
ଯେ ଶାକୁ ତେସା । ଯିଏ ଯାହା କରେ ସେ ତାହାର ଫଳପାଏ । ଏହି ଲୋକକଥା ଏବେ ଭାରତ ରାଜନୀତିରେ ଦେଖିବାକୁ ମିଳିଛି । ୧୦ର୍ବ ରାଜନୈତିକ ଇତିହାସ ଏବେ ସବୁଠି...
ସୁବାସିନୀ ଶର୍ମା ଅଧ୍ୟକ୍ଷା ନିର୍ବାଚିତ
ଯାଜପୁର : ବରି ନିର୍ବାଚନ ମଣ୍ଡଳୀର ବହୁ ପ୍ରତୀକ୍ଷିତ ଅଧ୍ଯକ୍ଷ ପଦର ଆଜି ଜବନିକା ପଡିଛି । ବିଜେପି ସମର୍ଥିତ ପ୍ରାର୍ଥୀନି ସୁବାସିନୀ ଶର୍ମା ବିନା ପ୍ରତିଦ୍ବନ୍ଦିତାରେ ଅଧ୍ଯକ୍ଷା ନିର୍ବାଚିତ ହୋଇଛନ୍ତି ।...












