ଓଡିଶାବାସୀଙ୍କ କାମ ପାଇଁ ମୁଁ କ୍ରୀତଦାସ … ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପରାମର୍ଶ ମଧ୍ୟଯୁଗୀୟ ମାନସିକତାରୁ ଊର୍ଦ୍ଧ୍ବରେ ରୁହ….
() ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ଓଡ଼ିଶା ରାଜନୀତିର ଜଣେ ଚର୍ଚ୍ଚିତ ବିଧାୟକ । ରାଜନୈତିକ କାର୍ଯ୍ୟଧାରା ପାଇଁ ବବି ସବୁବେଳେ ଚର୍ଚ୍ଚିତ l ଲୋକାଭିମୁଖୀ କାମ ପାଇଁ କୋରାପୁଟରୁ...
ବିଧାୟକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଯୋଗୁଁ :ଗୃହ ମୁଲତବୀ…
() କୋଇଡ଼ା ବିଡ଼ିଓ ବିଧାୟକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ । ଗୃହରେ ଲକ୍ଷ୍ମଣ ମୁଣ୍ଡା ଙ୍କୁ ସମର୍ଥନ କରି ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟଗୋଳ । ଦୀର୍ଘ ତିନି ଦିନ ଧରି ଏହି...
ଜୟ ନାରୟଣ ଙ୍କୁ ଅରୁଣଙ୍କ ଜବାବ୍ : ତମେ ଆରମ୍ଭ କଲ ଆମେ ଶେଷ କରିବୁ…
() ବିଧାନସଭାରେ ପ୍ରସଙ୍ଗ ଭିତ୍ତିକ ଆଲୋଚନା ହେବା କଥା । ଅପ୍ରାସଙ୍ଗିକ କଥା ଉଠାଇ ବିଧାନସଭାର ସମୟ ନଷ୍ଟ କରାଯାଉଛି । ମାନସିକ ସନ୍ତୁଳନ କ୍ଷୟ ହେବା ଭଳି ମାନସିକ ଭାବେ ପ୍ରସ୍ତୁତ...
ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ କିଏ କଣ କହିଲେ ଜାଣନ୍ତୁ…
() ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଂଗ ଶୁନ୍ୟକାଳରେ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର l କହିଲେ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ l ସେମାନେ ବହୁତ ଅସୁବିଧାରେ ଅଛନ୍ତି...
ଖାଦ୍ୟସୁରକ୍ଷା ଯୋଜନାରେ ଓଡିଶା ରୋଲ ମଡେଲ ସାଜିଛି…
() 80 ଦଶକରେ ଖାଦ୍ୟର ଅଭାବ ଦେଖାଦେଇଥିଲା। କିନ୍ତୁ ଆଜି ଓଡିଶା ଖାଦ୍ୟସୁରକ୍ଷା ଯୋଜନାରେ ଓଡିଶା ରୋଲ ମଡେଲ ସାଜିଛି। ଓଡିଶା ନମ୍ବର 1। ନିଜେ କେନ୍ଦ୍ର ମନ୍ତ୍ରୀ ଏହା ଘୋଷଣା କରିଛନ୍ତି।...
କଣ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ…
() ମୁଲତବୀ ପ୍ରସ୍ତାଵ ଆଲୋଚନା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଜଙ୍ଗଲରେ ନିଆ ଲିଭାଇବା ପାଇଁ ରାଜ୍ୟରକାର ସ୍ୱତନ୍ତ୍ର ବୈଷୟିକ ଜ୍ଞାନ କୌଶଳ କକ୍ଷ ପ୍ରତିଷ୍ଠା କରିଛନ୍ତି।...
ରାଜ୍ୟରେ ବିପଦ ପୂର୍ଣ୍ଣ ଅବସ୍ଥାରେ 11 ହଜାର 929 ସ୍କୁଲ ଘର….
() ରାଜ୍ୟରେ 11 ହଜାର 929 ସ୍କୁଲ ଘର ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି ସବୁ ଅସୁରକ୍ଷିତ ଶ୍ରେଣୀ ଗୃହ ଭାଙ୍ଗିବାକୁ ନିର୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ...
୫ଟି ଏକ ପ୍ରଗତି ଶୀଳ ଆନ୍ଦୋଳନ : ଅରୁଣ ସାହୁ…
() ବିଜେଡି ବିଧାୟକ ଅରୁଣ ସାହୁ ବିରୋଧୀ ଦଳ ନେତା ଙ୍କୁ ଜବାବ ଦେଇ କହିଛନ୍ତି । ବିରୋଧୀ ଦଳ ନେତା ବାରମ୍ବାର ଅନେକ ଘଟଣା ଉଠାଉ ଛନ୍ତି ଯାହା କି ହାସ୍ୟାସ୍ପଦ।...
ରନ୍ଧନ ଗ୍ୟାସ ଦର ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ…
{} ରନ୍ଧନ ଗ୍ୟାସ ଦର ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରାଜ ଭବନ ସମ୍ମୁଖରେ ବିକ୍ଷୋଭ।
() ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର...
ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି: ମୁଖ୍ୟମନ୍ତ୍ରୀ…
() ରାଉରକେଲା ୧୦ ମାର୍ଚ୍ଚ ୨୦୨୩; ଶୁକ୍ରବାର ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।...













