ବିଧାନସଭା ଅଧିବେଶନ ପୃର୍ବରୁ କେଉଁ ବିଧାୟକମାନେ କରୋନାରେ ଆକ୍ରାନ୍ତ ପଢନ୍ତୁ…

0
୧ ସୁକାନ୍ତ ନାୟକ( ନୀଳଗିରି) ୨ ପ୍ରଶାନ୍ତ ବେହେରା (ସାଲେପୁର) ୩ ସୁଧାଂଶୁ ପରିଡ଼ା ( ରେମୁଣା) ୪ ଶ୍ରୀକାନ୍ତ ସାହୁ(ପୋଲସରା) ୫ ସୌମ୍ୟ ରଂଜନ ପଟ୍ଟନାୟକ( ଖଣ୍ଡପଡା) ୬ ଅନନ୍ତ ଜେନା ( ମଧ୍ୟ ଭୁବନେଶ୍ୱର) ୭ ସଂଜୀବ...

ମନ୍ତ୍ରୀ ଓ ବିଧାୟକଙ୍କୁ ମିଶାଇ 14ଜଣ କରୋନା ଆକ୍ରାନ୍ତ….

0
ଭୁବନେଶ୍ୱର : କାଲି ବିଧାନସଭାର ମୌସୁମୀ ଅଧିବେଶନ l ହେଲେ ଏହା ପୂର୍ବରୁ ଆସିଛି ବଡ ଖବର l ରାଜ୍ୟରେ ୧୪ ଜଣ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ...

ଉପ ବାଚସ୍ପତି ଓ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କୁ କରୋନା….

0
ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୂର୍ବରୁ ପୁଣି ଆସିଛି ବଡ ଖବର l ଉପ ବାଚସ୍ପତି ରଜନୀକାନ୍ତ ସିଂହ ଦେଓ ଓ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ   କରୋନାରେ...

କରୋନା ଲଢେଇ ସହ ବିକାଶ କାମ ମଧ୍ୟ ଆଗକୁ ବଢିବ – ମୁଖ୍ୟମନ୍ତ୍ରୀ

0
ତିର୍ତ୍ତୋଲ, କୁଜଙ୍ଗ, ମାହାଙ୍ଗା, ରଘୁନାଥପୁର ଓ ଗରଦପୁରରେ ଯୋଗାଯୋଗର ନୂଆ ଯୁଗ ଆରମ୍ଭ କରୋନା ଲଢେଇ ସହ ବିକାଶ କାମ ମଧ୍ୟ ଆଗକୁ ବଢିବ – ମୁଖ୍ୟମନ୍ତ୍ରୀ ତିର୍ତ୍ତୋଲ ଅଞ୍ଚଳରେ ୨୦୦ କୋଟି ଟଙ୍କାରେ ମହାନଦୀ ଉପରେ...

୩ବର୍ଷରେ ବସ୍ତି ହେବ ଆଦର୍ଶ କଲୋନୀ….

0
ଆଗାମୀ ତିନିବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ – ମୁଖ୍ୟମନ୍ତ୍ରୀ ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଏକ ଲକ୍ଷରୁ ଅଧିକ ଭୂମି ଅଧିକାର ପ୍ରମାଣପତ୍ର ଆବଣ୍ଟନର ଶୁଭାରମ୍ଭ ଭୁବନେଶ୍ୱର...

କାଲି ବିଧାନସଭା , ଆଜି ରଣନୀତି ପ୍ରସ୍ତୁତ….

0
ଭୁବନେଶ୍ୱର : ଆସନ୍ତାକାଲି ବିଧାନସଭାର ମୌସୁୂମୀ ଅଧିବେଶନ ବସିବାକୁ ଯାଉଛି । ଅଧିବେଶନ ପୂର୍ବରୁ ଶାସକ ଓ ବିରୋଧୀ ରଣନୀତି ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଅପରାହ୍ନ ୫ଟା୩୦ ମିନିଟରେ ବିଧାନସଭାର...

କାଲି ତାରିଖ ଘୋଷଣା, କାହାକୁ ମିଳିବ ଟିକେଟ !

0
ଭୁବନେଶ୍ୱର : ଆସନ୍ତା କାଲି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ତିର୍ତ୍ତୋଲ ଓ ବାଲେଶ୍ୱରରେ କିଏ କାହା ସହିତ ଲଢିବ ତାହାକୁ ନେଇ ଆରମ୍ଭ ହୋଇଛି କସରତ ।...

ଵାପିକୁ ଯୁବ, ଦେବୀକୁ ଛାତ୍ର…..

0
ଭୁବନେଶ୍ୱର :  ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ ଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଭାବରେ ନିଜୁକ୍ତି ଦେଇଛନ୍ତି ।ସେହିପରି ବାଙ୍କୀ ବିଧାୟକ ଦେବୀ...

ବିଜେପିର ତିର୍ତୋଲ ଟେନସନ…

0
ଭୁବନେଶ୍ୱର : ନିର୍ବାଚନ ସମୟରେ ଅନ୍ୟଦଳରୁ ନେତା ନେଇ ନିଜ ଦଳରେ ସାମିଲ କରିବା ରାଜ୍ୟ ବିଜେପି ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି । ଯାହାକୁ ନେଇ ଚିନ୍ତାରେ ଗେରୁଆ କ୍ୟାମ୍ପ...

ବିଜେପି ଦିଲ୍ଲୀ ଦରବାରରେ ଦାୟିତ୍ୱ ନେବେ ୪ ଓଡ଼ିଆ…

0
ନୂଆଦିଲ୍ଲୀ : ଆଜି ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ତାଙ୍କର ନୂଆ ଟିମ୍ ଘୋଷଣା କରିଛନ୍ତି । ସେଥିରେ ସେ ୪ ଜଣ ଓଡ଼ିଆଙ୍କୁ ସ୍ଥାନ ଦେଇଛନ୍ତି । ଏହି ଟିମରେ...

Follow us

20,832FansLike
0FollowersFollow
14,700SubscribersSubscribe

Latest news