ଆମ ଗାଁ Archives - Big News Odisha

ସହରରେ ମହକୁଛି ଗାଁ ମଲି
ଗାଁ ଗାଁ, ସହର ସହର l କିଏ କାହାକୁ ଖପରା କରନ୍ତିନି, ନିଜେ ଚାହିଁଲେ ମଣିଷ ଖରାପ ରାସ୍ତାରେ ପାଦ ଦେବ l ଆପଣ ଏକଥା ପ୍ରତ୍ୟେକ ଦିନ କାହା ନା କାହାଠାରୁ ଶୁଣୁଥିବେ l ହେଲେ ଏକଥା ଭିତରେ କେତେ ଯେ ସତ କାହାଣୀ ଲୁଚି ରହିଛି l ଏମିତି ଏକ କାହାଣୀର ନାୟିକା ସବିତା l ରାଜଧାନୀ ଉପକଣ୍ଠକୁ ଲାଗିଥିବା ପଥରଗଡିଆ ଅଂଚଳରେ ଘର l ସେ ରାଜଧାନୀରେ ପଡିଛି, ବୁଲିଛି ସମୟ ଚକ୍ରରେ ସେ ଚାକିରୀ ମଧ୍ୟ୍ କରିଛି l ରାଜଧାନୀର ଆଧୁନିକତାକୁ ଦେଖୁଛି ଓ ବୁଝିଛି ଭଲ ଭାବେ l ଚକ ଚକ ରଙ୍ଗୀନ ଦୁନିଆରେ ସେ ସମୟ ଅତିବାହିତ କରୁଛି l ଆଧୁନିକତା ପ୍ରେମରେ ପଡିଛି ସତ ହେଲେ ନିଜକୁ କିନ୍ତୁ ସେ ଟ୍ରାକରେ ନେଇନାହିଁ l ବରଂ ଗାଁ ମାଟି ରାସ୍ତାରେ ଆଧୁନିକ ଜୀବନରେ ବଂଚିବାକୁ ପସନ୍ଦ କରିଛି l ସୁନ୍ଦର ହେବା ଯେତିକି ଆକର୍ଷଣୀୟ ନୁହେଁ, ସୁନ୍ଦର ବ୍ୟକ୍ତିତ୍ୱ ମଣିଷକୁ ଅଧିକ ସୁନ୍ଦର କରିଥାଏ l ଜୀବନକୁ ଠିକ ସେ ଜାଣିନଥିବା ସବିତା ଅନ୍ୟ ଜୀବନକୁ ଜିଇଁବା ଶିଖାଇପାରୁଛି ତାହା ବ୍ୟକ୍ତିତ୍ୱ ଜରିଆରେ l ସବିତା ପାଖରେ ଆଧୁନିକତାର ଛାପ କିଛି କମ ନାହିଁ l ସେ ବି ଜେନ ଜି ପରି ଚିନ୍ତାଧାରାରେ ଜୀବନ କାଟୁଛି l ମଲ ବୁଲିଛି, ସ୍କୁଟି ଛଡ଼ୁଛି, ପୁଅ ସାଙ୍ଗ ସହ ବୁଲୁଛି, ସୋସିଆଲ ମିଡିଆରେ ଅଧିକ ସମୟ ଦେଉଛି l ବିରିୟାନୀ, ଚାଓମିନ, ଠାରୁ ଆରମ୍ଭ କରି ତୋଶାଳୀ ଓ ଫୁଲ ପ୍ରଦର୍ଶନୀ ବୁଲୁଛି ସାଙ୍ଗ ସାଥି ସହ l ସେଲ୍ଫି ନେଉଛି ପୋଷ୍ଟ ବି କରୁଛି l ଘରେ ଗୁରୁଜନଙ୍କ ଉପସ୍ଥିତିରେ ଘଣ୍ଟା ଘଣ୍ଟା ଗପୁଛି l ଡେରୀ ରାତି ଯାଏ ଅନିଦ୍ରା ରହୁଛି ଫୋନ ଖେଂଚିବାରେ ପାଇଁ l ହେଲେ ତାହାରି ଭିତରେ ବି ଭୁଲିନି ଗାଁ ଚାଲିଚଳନି ଓ ଭଲ ପାଇବାକୁ l ଶାଳୀନତା ଭିତରେ ସବୁ କରି ସବିତା ସଭିଙ୍କ ହୃଦୟରେ ରାଜ କରୁଛି l ସେଥିପାଇଁ ତ ଆଜି ସେ ମନଖୋଲି ହସୁଛି ଆଉ ଗପୁଛି l ଇଚ୍ଛାକୁ କଟ୍ରୋଲ କରି ଆଗକୁ ବଢୁଛି l ସୁଯୋଗ ଆସୁଛି ଆଉ ଯାଉଛି l ହେଲେ ସେ କିନ୍ତୁ ବିଚଳିତ ନହୋଇ ଜୀବନ ରଥକୁ ଆଗେଇ ନେଇ ଚାଲିଛି l ସବିତାର ସରବତ ଗୁଣ ଆଜି ସହର ଭିତରେ ମଲି ହୋଇ ମହାକୁଛି ଓ ସଭିଙ୍କୁ ଆନନ୍ଦ ବାଣ୍ଟୁଛି l

The post ସହରରେ ମହକୁଛି ଗାଁ ମଲି appeared first on Big News Odisha.

ଭିକାସା ଗ୍ରୁପ ପକ୍ଷରୁ ଗୋପାଳପୁରରେ ମେଗା ବୃକ୍ଷରୋପ
ରାଜ୍ୟର ପ୍ରତିଷ୍ଠିତ କଂପାନୀ ସେରନ୍ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡର ସହଯୋଗୀ ସଂସ୍ଥା ଭିକାସା ପକ୍ଷରୁ ସ୍ଥାନୀୟ ଗୋପାଳପୁରରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁରର ରୋଟାରୀ କ୍ଲବ୍ ସହଯୋଗରେ ଚିଲିକେଶ୍ବର ମହାଦେବଙ୍କ ମନ୍ଦିର ନିକଟରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା। ବୃକ୍ଷ ହିଁ ଜୀବନ। ଭବିଷ୍ୟତକୁ ଆଖି ଆଗରେ ରଖି ପରିବେଶ ସୁରକ୍ଷା କରିବା ସହ ସତେତନତାର ବାର୍ତ୍ତା ନେଇ ଭିକାସା ପକ୍ଷରୁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ମୋଟ୍ ୧୨୦୦ ଚାରା ରୋପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଦକ୍ଷିଣ ଓଡ଼ିଶାରେ ଭିକାସା ଗ୍ରୁପ ପକ୍ଷରୁ ଏକ ନୂଆ ହୋଟେଲ୍ ଆରମ୍ଭ ହେବାକୁ ଯାଉଛି। ଏବେ ଏହି ହୋଟେଲ୍ ନିର୍ମାଣ ପର୍ଯ୍ୟାୟରେ ରହିଛି। ମୋଟ୍ ୩୨ ହଜାର ସ୍କୋୟାରଫୁଟ ଅଞ୍ଚଳ ପରିସରରେ ଏହି ହୋଟେଲ ନିର୍ମାଣ କରାଯିବ। ଏହାର ୭୦ ପ୍ରତିଶତ ଅଞ୍ଚଳକୁ ସବୁଜିମାରେ ପରିପୂର୍ଣ୍ଣ କରାଯିବ। ଆସନ୍ତା ବର୍ଷ ଦୁର୍ଗାପୂଜାରେ ଏହାର ନିର୍ମାଣ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ପର୍ଯ୍ୟଟନର ବିକାଶ ଦିଗରେ ଏହା ଅଧିକ ସହାୟତା କରିବ।

ଏହି କାର୍ଯ୍ୟକ୍ରମରେ ସେରନ୍ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଡ଼କ୍ଟର ଆଞ୍ଚଲ ଚୌଧୁରୀ, ଅନ୍ୟତମ ନିର୍ଦ୍ଦେଶିକା ସିଏ ଏମ. ବୈଷ୍ଣବୀ, CMA ସିଲା ସ୍ନେହା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ଭିକାସା ଗ୍ରୁପ ପକ୍ଷରୁ ଶୈଳେନ୍ଦ୍ର ନାଗାଲିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟତମ ସହଯୋଗୀ କେ. ନଗସରନ୍ ସୁବୁଦ୍ଧି ଏବଂ ଜା ଅନିଶ ଉପସ୍ଥିତ ଥିଲେ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଖଲ୍ଲିକୋଟ ଶାଖାର ମୁଖ୍ୟ ସୌମ୍ୟ ରଂଜନ ଚୌଧୁରୀ, ଆକୃତି ମିଡ଼ିଆର ନିର୍ଦ୍ଦେଶକ ଅବିନାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଭିକାସାର ଲକ୍ଷ୍ୟକୁ ସାଧୁବାଦ୍ ଦେଇଥିଲେ।

ହୋଟେଲ୍ ଭିକାସା ଆଧୁନିକ ବିଳାସତା ଓ ଆରାମର ଏକ ଅନୁପମ ସମନ୍ୱୟ ନେଇ ଗୋପାଳପୁରରେ ନିଜର ସେବା ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଛି। ଗୋପାଳପୁରରେ ଖୁବଶୀଘ୍ର ଆରମ୍ଭ ହେବ ହୋଟେଲ୍ ଭିକାସା। ଏକ ତିନି ତାରକା ଆଧୁନିକ ବିଳାସପୂର୍ଣ୍ଣ ରିସର୍ଟ, ଅତିଥିମାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି । “ଜୀବନ ଓ ଆରାମର ସଂଗମ” ମୂଳମନ୍ତ୍ର ସହିତ ଏହି ରିସର୍ଟ ଅତିଥିମାନଙ୍କ ପାଇଁ ଏକ ଅବିସ୍ମରଣୀୟ ଅଭିଜ୍ଞତା ପ୍ରଦାନ କରିବ। ଏହି ହୋଟେଲରେ ମୋଟ୍ ୫୦ଟି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଥିବା ରୁମ୍ ରହିବ। ଓଡ଼ିଶାର ସାଂସ୍କୃତିକ ଚିନ୍ତାଧାରାକୁ ପାଥେୟ କରି ଏହି ବିଳାଷପୂର୍ଣ୍ଣ ରିସର୍ଟ ବିଦେଶୀ ପର୍ଯ୍ୟଟକ ଓ ଅତିଥିଙ୍କୁ ପ୍ରକୃତି କୋଳରେ ଅନୁପମ ସୁବିଧା ଦେବାକୁ ପ୍ରତିବଦ୍ଧ। ବଙ୍ଗୋପସାଗର ଉପକୂଳରେ ରହିଥିଲା ପ୍ରସିଦ୍ଧ ଗୋପାଳପୁରର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବା ସହ ଏକ ଭବ୍ୟ ଅନୁଭବ ଦେବାକୁ ଭିକାସା ପ୍ରତିଶୃତି ଦେଉଛି। …

The post ଭିକାସା ଗ୍ରୁପ ପକ୍ଷରୁ ଗୋପାଳପୁରରେ ମେଗା ବୃକ୍ଷରୋପ appeared first on Big News Odisha.

ଶିକ୍ଷକଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା
( )ଶିକ୍ଷକଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ପୁବଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ଶତପଥୀଙ୍କୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି ।ଏନେଇ ଆୟୋଜିତ ସଭାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ବସନ୍ତ କୁମାର ଦାସ ,ମୁଖ୍ୟ ଅତିଥି ଭାବେ ସୁକିନ୍ଦା ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ନାରାୟଣ ଦାସ ,ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ,ଗୋବର୍ଦ୍ଧନ ପ୍ରଧାନ ସମ୍ମାନୀତ ଅତିଥି ପ୍ରେମାଞ୍ଜଳୀ ନାୟକ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତ ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ସାର୍ ଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ , ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ପରିବାର ବର୍ଗ ତଥା ସମସ୍ତ ଅତିଥି ବୃନ୍ଦ ନିଜର ସ୍ମରଣୀୟ ମୂହୁର୍ତ୍ତ ବଖାଣିବା ସହିତ ଉପହାର ପ୍ରଦାନ କରି ଦୀର୍ଘାୟୁ କାମନା କରିଥିଲେ। ଶେଷରେ ବିଦ୍ୟାଳୟ ତରଫରୁ ଅତିଥିଙ୍କ ଦ୍ବାରା ମାନପତ୍ର ଉତରୀୟ ସହିତ ସମ୍ବର୍ଦ୍ଧନା କରାଯାଇଥିଲା।ଏବେ ସେ ଚାକିରି ଜୀବନରୁ ଅବସର ନେଉଛନ୍ତି । ସଭାରେ ସମସ୍ତ ଛାତ୍ରଛାତ୍ରୀ ,ପୂରାତନ ଛାତ୍ରଛାତ୍ରୀ ,ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଭିଭାବକ ଙ୍କ ସହ ଗ୍ରାମ ବାସୀ ଉପସ୍ଥିତ ଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଆଖିରେ ଲୁହ ଘନେଇ ଆସିଥିଲା । ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ ଚିରସ୍ମରଣୀୟ ରହିବେ ବୋଲି ବକ୍ତା ଓ ଅତିଥି ମାନେ ମତ ଦେଇଛନ୍ତି । ଶିକ୍ଷକଙ୍କୁ ବିଦ୍ୟାଳୟରୁ ବାଜା ବାଣ ରୋଷଣୀ କରି ତାଙ୍କ ବାସଭବନରେ ପହଞ୍ଚାଇ ଥିଲେ ।

The post ଶିକ୍ଷକଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା appeared first on Big News Odisha.

ମା ବିରଜାଙ୍କ ଜନ୍ମୋତ୍ସବ: ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା…..
() ଆଜି ହେଉଛି ତ୍ରିବେଣୀ ଅମାବାସ୍ୟା l ଯାଜପୁରର ଅଧୀଷ୍ଠାତ୍ରୀ ଦେବୀ ମା ବିରଜା ଜନ୍ମଦିନ । ଆଜି ମା ସାବିତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି l ସକାଳୁ ସକାଳୁ ରୀତିନୀତି ଅନୁସାରେ ମା ବିରଜାଙ୍କ ପୂଜା କରାଯାଉଛି l ଜନ୍ମଦିନରେ ମା ବିରଜଙ୍କୁ ଦର୍ଶନ କଲେ କୋଟିପୂର୍ଣ୍ୟ ମିଳିଥାଏ l ତେଣୁ ମା ଙ୍କ ଜନ୍ମଦିନରେ ଶ୍ରଦ୍ଧାଳୁ ମାନଙ୍କୁ ଭିଡ ଜମେ ବିରଜା ପୀଠରେ l

ମା ବିରଜା l ସେ ଜଗତଜିତା , ଦୟାମୟୀ ଓ ବିପଦହାରିଣୀ । ମା ବିରଜା ପୀଠ ଦେଶର ୫୧ ଟି ଶକ୍ତୀପୀଠ ମଧ୍ୟରୁ ଅନ୍ୟତମ । ମାଙ୍କର ଜନ୍ମତିଥିରେ କରୁଣାମୟୀ ମା ବିରଜାଙ୍କୁ ଦର୍ଶନ କଲେ ଭକ୍ତ ଆନନ୍ଦ ଅନୁଭବ କରିବା ସହ ତାହା ସବୁ ଇଚ୍ଛା ପୂରଣ ହୁଏ l ମା ବିରଜାଙ୍କ ମୁଖ ଦର୍ଶନ କଲେ କୋଟିପୂର୍ଣ୍ୟ ମିଳିଥାଏ l

The post ମା ବିରଜାଙ୍କ ଜନ୍ମୋତ୍ସବ: ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା….. appeared first on Big News Odisha.

ଓୟୁଜେ ନିର୍ବାଚନ : ସଭାପତି ହେଲେ ଅରୁଣ, ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର, ତପନ ମହାନ୍ତି ସାଂଗଠାନିକ ସମ୍ପାଦକ
() ଆଜି ଯାଜପୁର ବ୍ଲକ ବରୁଆସ୍ଥ ସୀତାଦେଇ ପୀଠଠାରେ ଓୟୁଜେର ଯାଜପୁର ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ ଦ୍ୱିବାର୍ଷିକ ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ସଙ୍ଘର ଜିଲ୍ଲା ସଭାପତି ଆଦିତ୍ୟ ମେକାପଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ରାଜ୍ୟ ଉପସଭାପତି ରାଜୀବ କୁମାର ମହାନ୍ତି, ଏନ ୟୁ ଜେ ସଭ୍ୟ ଅଭୟ ପତି, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରବୋଧ କୁମାର ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ, ଖବର ସଂଗ୍ରହ ସମୟରେ ସଂଘର ସଦସ୍ୟଙ୍କ ପ୍ରତି ହେଉଥିବା ଆକ୍ରମଣକୁ ବରଦାସ୍ତ କରାଯିବନାହିଁ, ଏହାସହିତ ସାଧାରଲୋକଙ୍କ ନ୍ୟାୟ ପାଇଁ କାର୍ଯ୍ୟ କରିବାକୁ ଅତିଥିମାନେ ବକ୍ତବ୍ୟ ରଖିଥିଲେ, ସଂଘର ସଦସ୍ୟତା ଗ୍ରହଣ କରିବା, ସାମ୍ବାଦିକଙ୍କ ହକ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି ସଙ୍ଘ ପକ୍ଷରୁ ଉପସ୍ଥାପନା କରାଯିବାକୁ ସ୍ଥିର କରାଯାଇଥିଲା, ସମସ୍ୟା ସମ୍ପର୍କରେ ଜିଲ୍ଲାର ବିଭିନ୍ନ ବ୍ଲକ ସାମ୍ବାଦିକମାନେ ମତାମତ ରଖିଥିଲେ, ଏହି ଅବସରରେ ସଦରଥାନା ଆଦିକାରୀ ଶଙ୍କର୍ଷଣ ଦଳାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ପାଇଁ 11 ଜାଣିଆ ଚୟନ କମିଟି ବସି ଜିଲ୍ଲାର କର୍ମକର୍ତ୍ତା ସର୍ବସଂମ୍ମାତି କ୍ରମେ ଚୟନ କରାଯାଇଥିଲା, ନୂତନ କର୍ମକର୍ତ୍ତାମାନଙ୍କୁ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ, ସଭାପତି ଅରୁଣ କୁମାର ରାଉତରାୟ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥୀ, ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ସାହୁ, ଉପସଭାପତି ଦେବବ୍ରତ ସାହୁ, ପ୍ରବୋଧ ମିଶ୍ର, ଜ୍ଞାନରଞ୍ଜନ ଓଝା, ବିଶ୍ୱଜିତ ପତି, ସହ ସମ୍ପାଦକ ହେମେଶ ଜେନା, ବିଜୟଲକ୍ଷ୍ମୀ ସାହୁ, ଜୋନାଲ ସମ୍ପାଦକ ମହେନ୍ଦ୍ର ସ୍ୱାଇଁ, ମାନସ ଜେନା, ପ୍ରଶାନ୍ତ ବିଶ୍ୱାଳ, ସୁବ୍ରତ ଜେନା, ସାଂଗଠାନିକ ସମ୍ପାଦକ ତପନ ମହାନ୍ତି, ଲେଗଲ୍ ସେଲ ମାନସ ରଂଜନ  ତ୍ରିପଠୀ,ୱେଲ୍ଫେୟାର ପ୍ରଶାନ୍ତ ଜେନା, ଟ୍ରିବୁନାଲ ଦେବୀ ପ୍ରସନ୍ନ ନାୟକ,ଆବାହକ ସମର ବିଜୟ ଶରଣ, ଦେବେନ୍ଦ୍ର ପାଢ଼ୀ, ବିଶ୍ୱଭୂଷଣ ବିଶ୍ୱାଳ, ଆଶୁତୋଷ ମିଶ୍ର, ରାକେଶ ବାରିକ, ବିଶ୍ୱଭୂଷଣ ଜେନା, ଜଗମୋହନ ରାଉତ, ସୁବ୍ରତ ମଲିକ, ସତ୍ୟରଂଜନ ମଲିକ, ଅଭିମନ୍ୟୁ ଧଳ ସର୍ବସଂମତି ଭାବେ ନୂତନ କାର୍ଯ୍ୟକର୍ତ୍ତା ଭାବେ ନିର୍ବାଚିତ ହେଲେ, ଉପଦେଷ୍ଟା ଭାବେ ଶିବରାମ ଦାସ, ଅଜୟ ରାଉଳ, ଆଦିତ୍ୟ ମେକପ, ବିଜୟ ମହାନ୍ତି, ରଞ୍ଜିତ ରାଉତ, ନିରଞ୍ଜନ ପଣ୍ଡା, ରବୀନ୍ଦ୍ର ପରିଡ଼ା,ପ୍ରଶାନ୍ତ ଦ୍ବିବେଦୀ,ଅଜୟ ରଣାଙ୍କୁ ଚୟନ କରାଯାଇଥିଲା, ସୁଶାନ୍ତ ବେହୁରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,

The post ଓୟୁଜେ ନିର୍ବାଚନ : ସଭାପତି ହେଲେ ଅରୁଣ, ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର, ତପନ ମହାନ୍ତି ସାଂଗଠାନିକ ସମ୍ପାଦକ appeared first on Big News Odisha.

ଯାନ୍ତ୍ରିକ ପଦ୍ଧତିରେ ବିହନ ଧାଡ଼ି ବୁଣା ବଢାଇବ ଚାଷୀଙ୍କ ଆୟ
()ଯାନ୍ତ୍ରିକ ପଦ୍ଧତି ରେ ଧାଡ଼ି ରେ ଧାନ ବିହନ ବୁଣି ଚାଷ କଲେ ଧାନଚାଷ ପାଇଁ ୪୦% ଜଳ କମ୍ ଆବଶ୍ୟକ ପଡ଼ିବ ବୋଲି ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥା ଇରିର ବୈଜ୍ଞାନିକ ଅଶୋକ କୁମାର ଯାଦବ କହିଛନ୍ତି। ଭୁବନେଶ୍ଵର ରେ ଆୟୋଜିତ ଏକ କୃଷି କର୍ମଶାଳା ରେ ମୁଖ୍ଯ ବକ୍ତା ଭାବେର ଯୋଗ ଦେଇ ଯାଦବ କହିଛନ୍ତିି ଯେ ଯାନ୍ତ୍ରିକ ପଦ୍ଧତି ରେ ଧାନ ବିହନ ବୁଣି ଚାଷ କଲେ କେବଳ କମ୍ ଜଳ ଆବଶ୍ୟକ ପଡିନଥାଏ ଏହା ଦ୍ୱାରା ମୂଲିଆ ଖର୍ଚ୍ଚ ମଧ୍ୟ ୪୦% କମିଯାଏ। ଧାଡ଼ି ରେ ବିହନ ବୁଣି ଚାଷ କରିବା ଦ୍ବାରା ଫସଲ ରେ ରୋଗ ପୋକ କମିବା ସହିତ ଅଧିକ ଫସଲ ଅମଳ ହୋଇଥାଏ। ଏହି ପ୍ରଣାଳୀ ରେ ଚାଷ କଲେ ଧାନ ଜମି ରୁ ମିଥେନ ଗ୍ୟାସ ନିର୍ଗମନ କମି ଥାଏ ଏବଂ ବାୟୁମଣ୍ଡଳ କୁ ପ୍ରଦୂଷଣମୁକ୍ତ ରୁହେ। ଧାନ ଚାଷ ସହିତ ଅନ୍ୟାନ୍ୟ ଡାଲି ଏବଂ ତୈଳ ବୀଜ ଜାତୀୟ ଚାଷ ଯାନ୍ତ୍ରିକ ପଦ୍ଧତି ରେ ଧାଡ଼ିରେ ବୁଣି ଚାଷ କଲେ ଉତ୍ପାଦନ ଖର୍ଚ୍ଚ କମିବା ସହିତ ଫସଲରୁ ଅଧିକ ଅମଳ ମିଳିଥାଏ ବୋଲି ଯାଦବ କହିଛନ୍ତି। ଏହା ଦ୍ବାରା ମହିଳା ମାନେ ନଇଁ କରି ଧାନ ରୁଆ ସମୟରେ ଭୋଗୁଥିବା ଶାରୀରିକ ଯନ୍ତ୍ରଣାରୁ ରକ୍ଷା ପାଇପାରିବେ।

ଆଗାମୀ ଦିନରେ ଓୟୁଏଟି ର କୃଷି ବିଜ୍ଞାନ କେନ୍ଦ୍ର ଡିଏସଆର ର ସମ୍ପ୍ରସାରଣ ପାଇଁ ସହାୟତା ଯୋଗାଇଦେବ ବୋଲି ଆଜିର ମୁଖ୍ୟ ଅତିଥି ତଥା ଓୟୁଏଟି ର ଡିନ୍ ରିସର୍ଚ୍ଚ ପ୍ରଶ୍ନଜିତ ମିଶ୍ର କହିଥିଲେ। ଚାଷୀର ଆୟ ବୃଦ୍ଧି ରେ ଧାଡ଼ି ବୁଣା ଚାଷ ସହାୟ ହୋବ ବୋଲି ଆମନ୍ତ୍ରିତ ଅତିଥି ତଥା କୃଷି କର୍ମଣ ପୁରସ୍କାର ପ୍ରାପ୍ତ ଚାଷୀ ଦୀଲ୍ଲିପ ବରାଳ କହିଛନ୍ତି।  ଆଗାମୀ ଦିନରେ ଅଧିକରୁ ଅଧିକ ଧାନ ଚାଷ ଧାଡ଼ି ବୁଣା ପଦ୍ଧତି ରେ କରିବି ବୋଲି ଅନ୍ୟତମ ଅତିଥି ମୟୂରଭଞ୍ଜ ର ଅଗ୍ରଣୀ ମହିଳା ଚାଷୀ ମୋଲା ମାରାଣ୍ଡି କହିଥିଲେ। ଡିଏସଆର ର ବିଭିନ୍ନ ଉପାଦେୟତା ଉପରେ ଚାଷୀ ମାନେ ନିଜର ମତାମତ ଦେଇଥିଲେ। ଏହି କର୍ମଶାଳାରେ ବରଗଡ଼, କଳାହାଣ୍ଡି,ପୁରୀ, କଟକ, ଖୋର୍ଦ୍ଧା,ଭଦ୍ରକ, ଗଞ୍ଜାମ ଓ ମୟୂରଭଞ୍ଜ ଭଳି ଆଠଟି ଜିଲ୍ଲା ର ୧୫୦ ରୁ ଅଧିକ ଚାଷୀ ମାନଙ୍କ ସହିତ , ବହୁ ସ୍ବେଛାସେବୀ ସଂଗଠନ, କୃଷି ବୈଜ୍ଞାନିକ ଏବଂ କୃଷି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଇରି ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୧୨ ହଜାର ହେକ୍ଟର ଜମିରେ ଡିଏସଆର ପଦ୍ଧତି ରେ ଧାନ ଚାଷ ପାଇଁ ଯାନ୍ତ୍ରିକ ସହାୟତା ସହିତ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଯୋଗାଇ ଦେଇଛି। ଓଡ଼ିଶା ରେ ୫ ଲକ୍ଷ ହେକ୍ଟର ଜମିରେ ଡିଏସଆର ପଦ୍ଧତି ରେ ଚାଷ କରାଯାଇ ପାରିବ ବୋଲି ଇରି ସର୍ଭେ କରିଛି ।

The post ଯାନ୍ତ୍ରିକ ପଦ୍ଧତିରେ ବିହନ ଧାଡ଼ି ବୁଣା ବଢାଇବ ଚାଷୀଙ୍କ ଆୟ appeared first on Big News Odisha.

ସମ୍ ହସ୍ପିଟାଲ୍‌ରେ ଯକ୍ଷ୍ମା ରୋଗ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୨୯ ମାର୍ଚ୍ଚ: ଯକ୍ଷ୍ମା ଅର୍ଥାତ ଟ୍ୟୁବରକ୍ୟୁଲୋସିସ୍ ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପରିପ୍ରେକ୍ଷୀରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ସିଏମ୍‌ଇରେ ଯକ୍ଷ୍ମାରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଓ ଔଷଧ ସେବନ ଉପରେ ଗୁରୁତ୍ୱ ଦେଇଛନ୍ତି ହସ୍ପିଟାଲ୍‌ର ପିଜି ଡିପାର୍ଟମେଂଟ ଅଫ୍ ରେସ୍‌ପିରେଟୋରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା ।

ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ଅବସରରେ ପ୍ରଫେସର ଜେନା କହିଛନ୍ତି ଯେ ମଧୁମେହ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଯକ୍ଷ୍ମା ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ଦୁଇଟି ସମସ୍ୟାର କିଭଳି ଚିକିତ୍ସା କରାଯାଇପାରିବ ସେ ନେଇ ସଚେତନତା ସୃଷ୍ଟି କରିବା ହିଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ପ୍ରଫେସର ଜେନା କହିଛନ୍ତି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର ଯକ୍ଷ୍ମା ରୋଗର ଚିହ୍ନଟ ନିମନ୍ତେ ଏକ ଜେନମ୍ ସିକ୍ୱେନ୍ସି ଲ୍ୟାବ୍ ପ୍ରସ୍ତୁତ କରାଯିବା ସହ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏକ ମଲ୍ଟି ଡ୍ରଗ୍ ରେଜିଷ୍ଟାନ୍ସ ଟିବି ୱାର ଆରମ୍ଭ କରାଯିବ ବୋଲି କହିଥିଲେ । ଏଥି ସହିତ ଟିବିକୁ ରୋକିବାରେ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଚେତନତା କାର୍ଯ୍ୟକ୍ରମ ଉପଯୁକ୍ତ ପନ୍ଥା ପ୍ରସ୍ତୁତ କରାଗଲେ ଟିବି ହାରିବ ଓ ଦେଶ ଜିତିବ ବୋଲି କହିଥିଲେ ।

ଏହି ଅବସରରେ ରାଜମହେନ୍ଦ୍ରୀ ସ୍ଥିତ ଜିଏସ୍‌ଏଲ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ଟିବି ଆଣ୍ଡ ଚେଷ୍ଟ ଡିଜିଜେସ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୋମନାଥ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଟିବି ଓ ଡାଇବିଟିସ୍ କିଭଳି ଜଣେ ରୋଗୀ ଉପରେ ଭାରି ପଡ଼େ ଓ ଏହାକୁ ନିରାକରଣ କରିବା ନେଇ ଉପଯୁକ୍ତ ଚିକିତ୍ସା ଓ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।

ଆୟୋଜିତ ସିଏମ୍‌ଇରେ ଏଣ୍ଡୋକ୍ରାଇନୋଲୋଜି ଆଣ୍ଡ ମେଟାବୋଲିଜିମ୍ ବିଭାଗର ପ୍ରଫେସର ଜୟଶ୍ରୀ ସ୍ୱାଇଁ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ହେଡ କ୍ୱାର୍ଟର୍‌ର ଏନ୍‌ଟିଇପି କନ୍‌ସଲ୍‌ଟାଂଟ ଡାକ୍ତର ସୁବ୍ରତ ପଣ୍ଡା ମଧ୍ୟ ଯକ୍ଷ୍ମା ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଓଏସ୍‌ଡି ଶ୍ରୀ ପ୍ରହଲ୍ଲାଦ ମହାନ୍ତି, ସୋଆର ଚିଫ୍ ଫାସିଲିଟେଟିଂ ଅଫିସର ଶ୍ରୀମତି ପ୍ରତିମା ରାଉତରାୟ, ଫାୟାର ଅଫିସର ଶ୍ରୀ ଏ.ଟି ବସ୍ତିଆ, ଏଓ, ସିକ୍ୟୁରିଟି ଶ୍ରୀ ପି.ସି ପଣ୍ଡା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏଏନ୍‌ଏସ୍ ଶ୍ରୀମତି ରଶ୍ମିତା ସ୍ୱାଇଁ, ଏଏନ୍‌ଏମ୍ ସୁଶ୍ରୀ ଶୁଭସ୍ମିତା ସାହୁ, ଷ୍ଟାଫ୍ ନର୍ସ ସୁଶ୍ରୀ ନମିତା ନାୟକ ଓ ଶ୍ରୀମତି ଶୁଭଲକ୍ଷ୍ମୀ ଖୁଂଟିଆ ପ୍ରମୁଖଙ୍କୁ ସମ୍ମାନତ କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ଆସୋସିଏଟ ପ୍ରଫେସର ଡାକ୍ତର ପ୍ରୀତମ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ହସ୍ପିଟାଲ୍‌ର ପଲ୍‌ମୋନାରୀ ବିଭାଗର ପ୍ରଫେସର ରାଖି ଲୁଦାମ୍‌, ପ୍ରଫେସର ପ୍ରିୟଦର୍ଶିନୀ ବେହେରା, ଆସୋସିଏଟ୍ ପ୍ରଫେସର, ଡାକ୍ତର ସଂଗୀତା ଜେନା, ଡାକ୍ତର ସୋନାଲୀ ପରିଡ଼ା, ଡାକ୍ତର ପ୍ରୀତମ୍ ଛୋଟରାୟ ଏବଂ ଆସିଷ୍ଟାଂଟ ପ୍ରଫେସର, ଡାକ୍ତର କେ.ସି. ସାହୁ, ଡାକ୍ତର ସୋନାଲୀ ମଲ୍ଲିକ୍‌, ଡାକ୍ତର ପ୍ରଜ୍ଞା ରାଉତ, ଡାକ୍ତର ଅମ୍ଳାନ୍ ମିଶ୍ର ଓ ଡାକ୍ତର ସୌରଭ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ବିଶ୍ୱ ଯକ୍ଷ୍ମା ଦିବସ ପରିପ୍ରେକ୍ଷୀରେ ହସ୍ପିଟାଲ୍ ପକ୍ଷରୁ ସଚେତନତା ର‌୍ୟାଲି ଓ ପଥପ୍ରାନ୍ତ ନାଟକ ମଧ୍ୟ ଆୟୋଜିତ ହୋଇଥିଲା ।

The post ସମ୍ ହସ୍ପିଟାଲ୍‌ରେ ଯକ୍ଷ୍ମା ରୋଗ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ appeared first on Big News Odisha.

5T ଅଧ୍ୟକ୍ଷଙ୍କ ଗସ୍ତର ୨୪ ଘଣ୍ଟା ମଧ୍ୟରେ ଅର୍ଥ ମଞ୍ଜୁର, ସମସ୍ୟା ସମାଧ….
() ଗତ ୧୮ ତାରିଖ ଦିନ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କେନ୍ଦ୍ରାପଡା ରାଜନଗର ଗସ୍ତରେ ଯାଇ କେରେଡାଗଡବାସୀଙ୍କ ଏହି ମୌଳିକ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନିବେଦନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିବାପରେ ଆଜି ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି’ରୁ ୨ଟି ଯାକ ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ୨ଟିର କାର୍ଯ୍ୟ ଯଥା ଶୀଘ୍ର ସମ୍ପନ୍ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଜନଅଭିଯୋଗର ସମାଧାନ କେରେଡାଗଡବାସୀଙ୍କ ପାଇଁ ଏକ ବିରଳ ଅନୁଭୁତି।ରାଜ୍ୟ ସରକାରଙ୍କର ଏହି ତ୍ୱରିତ ପଦକ୍ଷେପ ପାଇଁ କେରେଡାଗଡବାସୀ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି।

The post 5T ଅଧ୍ୟକ୍ଷଙ୍କ ଗସ୍ତର ୨୪ ଘଣ୍ଟା ମଧ୍ୟରେ ଅର୍ଥ ମଞ୍ଜୁର, ସମସ୍ୟା ସମାଧ…. appeared first on Big News Odisha.

ଆଜିଠୁ ୬ଦିନ ଦୁଲୁକିବ ଯାଜପୁର: ଯଯାତି ୨୦୨୩ ଜିଲ୍ଲା ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ : ପ୍ରଥମ ସଂଧ୍ୟାର ଆକର୍ଷଣ କଣ୍ଠଶିଳ୍ପୀ ସୁନିଧି ଚୌହାନ …..
() ଆଜିଠାରୁ ଆରମ୍ଭ ହେବ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୩। ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି l ସଂଧ୍ୟା ୬ଟା ବେଳେ ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ l ଦୁଇ ବର୍ଷ କୋଭିଡ ପରେ ଏହି ଭବ୍ୟ ମହୋତ୍ସବକୁ ‌ଉପଭୋଗ କରିବା ପାଇଁ ଯାଜପୁର ଓ ଏହାର ପଡୋଶୀ ଜିଲ୍ଲାବାସୀ ଚାହିଁବସିଛନ୍ତି।

https://www.bignewsodisha.com/wp-content/uploads/2023/02/VID-20230208-WA0001.mp4

ଯାଜପୁର ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ଅତି ପ୍ରାଚୀନ ହୋଇଥିବା ବେଳେ ଏହାର ଐତିହ୍ୟକୁ ନେଇ ସ୍ମରଣୀୟ ଜିଲ୍ଲା ମହୋତ୍ସବ ଯଯାତି ଆୟୋଜନ ହୋଇ ଆସୁଛି। ଚଳିତ ବର୍ଷର ମହୋତ୍ସବକୁ ଅତି ଆକର୍ଷଣୀୟ କରିବାକୁ ଉଦ୍ୟମ କରିଛି ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀ କରାଯାଇଛି। ୮ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ମହୋତ୍ସବ ଚାଲିବ l ଏଥିପାଇଁ ବାଳାଶ୍ରମ ପଡିଆରେ ଆକର୍ଷଣ ମଞ୍ଚ ପ୍ରସ୍ତୁତ କରାଯାଇଥିବା ବେଳେ ଏବେ ସବୁ ପ୍ରସ୍ତୁତି ଶେଷ ହୋଇଛି। ବିଶାଳ ମଞ୍ଚକୁ ପ୍ରତି ସଂଧ୍ୟାରେ ବଲିଉଡର ନାମୀଦାମୀ କଳାକାରମାନେ ନିଜର କଳା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ଙ୍କ ମନ କିଣିବେ। ମହୋତ୍ସବର ପ୍ରଥମ ଉଦଘାଟନୀ ସଂଧ୍ୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସ୍ ଜରିଆରେ ଉଦଘାଟନ କରିବେ। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ପୁରା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଲାଗିପଡିଛନ୍ତି l ପ୍ରଥମ ସଂଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ସୁନିଧି ଚୌହାନ ଏହି ଉତ୍ସବରେ ସାମିଲ ହେବେ। ମହୋତ୍ସକୁ ସୁପରିଚାଳନା କରିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l ପୋଲିସ ପକ୍ଷରୁ ମ୍ୟାପ ପ୍ରସ୍ତୁତ କରାଯାଇଛି l ୮ତାରିଖରେ ସୁନିଧି ଚୌହାନ୍,୯ ତାରିଖରେ ସୋନା ମହାପାତ୍ର,ଅମ୍ରିତ ତ୍ରିଭେଦି,୧୦ ତାରିଖରେ ଜାକିର ଖାଁ,ଆୟୁଷ୍ମାନ ଖୁରାନା,୧୧ ତାରିଖରେ ଜାଭେଦ ଅଲ୍ଲୀ,୧୨ ତାରିଖରେ ଶ୍ରୀୟ ଘୋଷାଲ ଓ ୧୩ ତାରିଖରେ ହର୍ଷଦିପ୍ କୌର୍ ଏବଂ ସାଗରିକା ସିଂ ସାମିଲ ହେବେ। ସେହିପରି ଓଡିଶାର ବହୁ ସିନେ କଳାକାର ଏବଂ କଣ୍ଠଶିଳ୍ପୀ ଏହି ଉତ୍ସବର ସଂଧ୍ୟାକୁ ରଂଗୀନ କରିବେ। ଏଥିପାଇଁ ବିରାଟ ମଞ୍ଚ ପ୍ରସ୍ତୁତ କରାଯାଉଥିବା ବେଳେ ମହୋତ୍ସବ ପଡିଆକୁ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ଜିଲ୍ଲାର ସାଂସ୍କୃତିକ କଳା ଅନୁଷ୍ଠାନକୁ ସାମିଲ କରାଯିବା ସହ କବିତା ପାଠୋତ୍ସବର ବିବିଧ କାର୍ଯ୍ୟକ୍ରମର ଆୟୋଜନ କରିଛି ଜିଲ୍ଲା ସଂସ୍କୃତି ପରିଷଦ। ତେବେ ଏଥି ନିମନ୍ତେ ପ୍ରସ୍ତୁତ ଜାରି ରହିଥିବା ବେଳେ ଯାଜପୁରବାସୀ ଏକ ବିରାଟ ଉତ୍ସବକୁ ଉପଭୋଗ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହାକି ଏହି ମହୋତ୍ସବର ଓରମାସ ଏବଂ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ଷ୍ଟଲ ମୁଖ୍ୟ ଆକର୍ଷଣ ସାଜିବ।

The post ଆଜିଠୁ ୬ଦିନ ଦୁଲୁକିବ ଯାଜପୁର: ଯଯାତି ୨୦୨୩ ଜିଲ୍ଲା ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ : ପ୍ରଥମ ସଂଧ୍ୟାର ଆକର୍ଷଣ କଣ୍ଠଶିଳ୍ପୀ ସୁନିଧି ଚୌହାନ ….. appeared first on Big News Odisha.

ଦୟା ନୁହେଁ ଦାୟିତ୍ବ, ଏହା ଆମର ସାମାଜିକ କର୍ତ୍ତବ୍ୟ….
( ) ବୟସ ଯେତେବଳେ ବାଧା ସୃଷ୍ଟି କଲା । ରୋଗ ଯେତେବେଳେ ରୋଜଗାରର ବାଟ ଓଗାଳିଲା । ସେତିକି ବେଳେ ସାହା ହେଲା ଯାଜପୁରର ଅଶୋକ ଦାସ ଫାଉଣ୍ଡେସନ । ଆଖିର ଲୁହକୁ ପଢି ଓଠରେ ହସ ଭରିବାକୁ ପଣ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଏ କାହାଣୀ ହେଉଛି ଯାଜପୁର ଉପରବରୁଆ ଅଞ୍ଚଳର ବୃଦ୍ଧା ନିଶାମଣି ମହାପାତ୍ରଙ୍କର । ପରିବାର କହିଲେ ସ୍ବାମୀ ସ୍ତ୍ରୀ । କେତେବେଳେ ଖାଇବାକୁ ପାଆନ୍ତି ତ ଆଉ କେତେବେଳେ ଉପାସ ରୁହନ୍ତି । ଏଣେ ତେଣେ ମାଗିଯାଚି ବଞ୍ଚିବାକୁ ସଂଘର୍ଷ କରୁଥିଲେ । ହେଲେ କେତେଦିନ ଏମିତି ଚଳିବେ । ଶେଷରେ ବିଧାୟକଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାହଯ୍ୟ ପାଇଁ ନିବେଦନ କରିଥିଲେ ସ୍ବାମୀ ସ୍ତ୍ରୀ । ଆଉ ଅଭିଯୋଗ ପାଇବା କ୍ଷଣି ତତକ୍ଷଣାତ ବିଧାୟକଙ୍କ ନିର୍ଦ୍ଦେଶରେ ପହଞ୍ଚିଥିଲେ ଅଶୋକ ଦାସ ଫାଉଣ୍ଡେସନର ସଦସ୍ୟ । ବୃଦ୍ଧ-ବୃଦ୍ଧାଙ୍କର ଦୁଃଖକୁ ଅତି ପାଖରୁ ଦେଖି ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବପ୍ରସାଦ ଦାସ ୭୪ ବର୍ଷୀୟ ନିଶାମଣି ଓ ତାଙ୍କ ସ୍ବାମୀ ସୁଧୀର ମହାପାତ୍ରଙ୍କୁ ସହାୟତର ହାତ ବଢାଇଛନ୍ତି । ଯାଜପୁର ଉପରବରୁଆରେ ଏକ ମାର୍କେଟ ବିଲଡିଂରେ ଦୋକାନ ଘର ଦେବା ସହ ତାଙ୍କୁ ବ୍ୟବସାୟ କରି ଦୁଇ ପଇସା ରୋଜଗାର କରିବାର ବାଟ ଦେଖାଇଛନ୍ତି । ଏହାସହ ବର୍ଷେ ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଭତ୍ତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଶୋକ ଦାସ ଫାଉଣ୍ଡେସନ ଦୀର୍ଘ ବର୍ଷ ଧରି ଅସହାୟ ଲୋକଙ୍କୁ ସାହା ହୋଇଆସୁଛି । ରକ୍ତଦାନ ଶିବିର, ବୃକ୍ଷରୋପଣ, ଗରିବଙ୍କୁ ଆହାର ଖାଦ୍ୟ, ବାସସ୍ଥାନ ଓ ମେଧାବୀ ଛାତ୍ରଙ୍କୁ ପୁସ୍ତକ ଯୋଗାଇବା ସହ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ରାଜନୀତି କ୍ଷମତା ହାସଲ ପାଇଁ ନୁହେଁ, ବରଂ ଜନସେବା ପାଇଁ ଉଦ୍ଦିଷ୍ଟ ବୋଲି ଭାବି ଯାଜପୁର ବିଧାୟକଙ୍କ ଆଦେଶରେ କାମ କରୁ୍ଛି ଅଶୋକ ଦାସ ଫାଉଣ୍ଡେସନ ।…. ଆସନ୍ତୁ ଭଲ ପାଇବାର ଚାରା ବୁଣିବା ଆଉ ସମସ୍ତେ ଭଲରେ ବଞ୍ଚିବା…

The post ଦୟା ନୁହେଁ ଦାୟିତ୍ବ, ଏହା ଆମର ସାମାଜିକ କର୍ତ୍ତବ୍ୟ…. appeared first on Big News Odisha.