କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନେଲେ ନିଷ୍ପତ୍ତି…
{ }ରାଜ୍ୟ ସରକାରଙ୍କ ନିଷ୍ପତ୍ତି କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ରେ ବୃଦ୍ଧି ଉପକୃତ ହେବେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ ପାଇବେ ୨୪୦ କୋଟି ଟଙ୍କା।
ବୋନସ ଓ ଅନ୍ୟାନ୍ୟ ଭତ୍ତା ପାଇଁ ୧୨୦...
୨୦୨୫ ସୁଦ୍ଧା ଶେଷ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ…
( )୨୦୨୫ ସୁଦ୍ଧା ସରିବ ଖୋର୍ଦ୍ଧା - ବଲାଙ୍ଗୀର ରେଳ ଲାଇନ କାମ । ବର୍ତ୍ତମାନ ସୁଦ୍ଧା ଶତ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଥିବାବେଳେ ପରିବେଶ କ୍ଲିଅରାନ୍ସ ନେଇ କିଛି ସମସ୍ୟା...
ବଢୁଛି ସଡ଼କ ଦୁର୍ଘଟଣା, ଉଦବେଗ ପ୍ରକାଶ କଲା ଷ୍ଟାଣ୍ଡିଙ୍ଗ କମିଟି…
() ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି । ଏ ନେଇ ଆଜି ବସିଥିବା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି । କମିଟି...
ଖୁବଶୀଘ୍ର ବସିବ ଗୃହ କମିଟି ବୈଠକ:ବାଚସ୍ପତି
( )ଆଇନ,ରାଜସ୍ୱ , ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଗୃହ କମିଟିର ସଦସ୍ୟଙ୍କୁ ନେଇ ହେବ ଉଚ୍ଚସ୍ତରୀୟ ଆଲୋଚନା।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା କୋର୍ଟରେ ବିଚରାଧୀନ ଅଛି, ତେଣୁ କମିଟି ସେହି...
ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କର ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀଙ୍କ ଶୋକ…
{ }ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କର ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀଙ୍କ ଶୋକ।
ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ହେବ
ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ଉପସ୍ଥିତ ରହିବେ।
( )ଯଶସ୍ବୀ ସଙ୍ଗୀତଜ୍ଞ...
ବିଜେଡିର ଉପ ସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା…
() ସୋସିଆଲ ମିଡିଆରେ ଚାଲିଥିବା ଜଗନ୍ନାଥ ମନ୍ଦିର ବଞ୍ଚାଅ କ୍ୟାମ୍ପନ ଏବଂ ସେଥିରେ ବିଜେପିର ଅଧିକାଂଶ ନେତା ମାନେ ସାମିଲ ହୋଇ ଟୁଇଟ କରିବା ପ୍ରସଙ୍ଗ । ବିଜେଡିର ଉପ ସଭାପତି ଦେବୀ...
ରାଜ୍ୟକୁ ୧୦୦ ପ୍ରତିଶତ ଚାଉଳ ଯୋଗାଇଦେବା ପାଇଁ କେନ୍ଦମ୍ରନ୍ତ୍ରୀ ଶ୍ରୀ ଗୋୟଲ ଙ୍କୁ ପତ୍ର ଲେଖିଲେ ଯୋଗାଣମନ୍ତ୍ରୀ ଶ୍ରୀ...
()ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟକୁ ୧୦୦ ପ୍ରତିଶତ ଚାଉଳ ଯୋଗାଇଦେବା ପାଇଁ ଯୋଗାଣମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ ମ୍ରନ୍ତ୍ରୀ ଶ୍ରୀ ଗୋୟଲ ଙ୍କୁ ପତ୍ର ଲେଖିଲେ ୧୧ ଅପ୍ରେଲ ୨୦୨୨ ଜାତୀୟ ଖାଦ୍ୟ...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି…
() ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି। ଖୁବ ଶୀଘ୍ର କମିଟି ବୈଠକ ଡକାଯିବ। ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ। ଆଇନ ସଚିବ, ପୂର୍ତ୍ତ ସଚିବ...
3 ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁଙ୍କ...
( ) 58 NAC, 47 ପୌର ପରିଷଦର ଉପାଧ୍ୟକ୍ଷ ଓ 3 ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁଙ୍କ ସୂଚନା...
ବିଜେଡିର ମିଶ୍ରଣ ପର୍ବ…
()ବିଜେଡିର ମିଶ୍ରଣ ପର୍ବ। ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି ଖୋର୍ଦ୍ଧା ପୋୖର ପରିଷଦର ୫ ଜଣ ସ୍ୱାଧୀନ କାଉନସିଲର ଯୋଗ ଦେଇଛନ୍ତି।୮ ନମ୍ବର ୱାର୍ଡର ସୁଶାନ୍ତ...











