ରବି ଫସଲ ପାଇଁ ନୂଆଖାଇ ରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା….
{}ରବି ଫସଲ ପାଇଁ ନୂଆଖାଇ ରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତ
୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଗଲା 743 କୋଟି
କୋଭିଡ ମହାମାରୀ ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ...
ପୁଣି ନବୀନ ଦେଲେ ରାଜନୀତିରେ ବଡ ବାର୍ତ୍ତା : ଦଳରୁ ନିଲମ୍ବିତ ହେଲେ ବାହୁବଳୀ ବିଧାୟକ ପ୍ରଶାନ୍ତ...
() ନବୀନ ପଟ୍ଟନାୟକ l ୨୧ ବର୍ଷ ଧରି ଓଡ଼ିଶାର ଶାସନର ଭାର ଧରିଛନ୍ତି l ଲୋକେ ତାଙ୍କୁ ସବୁ ନିର୍ବାଚନରେ ବିଜୟୀ କରୁଛନ୍ତି । କାରଣ ସେ ସାଢ଼େ ୪କୋଟି ଓଡ଼ିଆଙ୍କ...
ଟୀକା ନେବା ପରେ ସଂକ୍ରମିତ ହେଲେ ଭଲ ହେବାକୁ ଅଧିକ ସମୟ ଲାଗୁଛି: ପ୍ରଫେସର ବାନାମ୍ବର ରାୟ
()କୋଭି ଡ୍ରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତି ଷେଧକ ଟୀକା ନେବା ପରେ ମଧ୍ୟ ଲୋକେ ଏହି ସଂକ୍ରମଣର ଶି କାର ହେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱ ି ତ କରୁଛି ।...
ହଟଗୋଳ ଭିତରେ ବିଧାନସଭାରେ ପାରିତ ହେଲା 4 ବିଲ…
{}ହଟଗୋଳ ଭିତରେ ବିଧାନସଭାରେ ପାରିତ ହେଲା 4 ବିଲ... ପଂଚାୟତ ସଂଶୋଧନ ବିଲ ,ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ ,ଓଡ଼ିଶା ଗୃହ ବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ ଓ ଭାରତୀୟ...
ବାଚସ୍ପତିଙ୍କୁ ଘେରିଲେ ବିରୋଧୀ…
()ବିଧାନସଭାରେ ବାଚସ୍ପତିଙ୍କୁ ଘେରାଉ। ଚାମ୍ବର ଭିତରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଘେରାଉ କରି ରଖିଛନ୍ତି। ଖଣି ଦୁର୍ନୀତି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସହମତି ନ ପ୍ରକାଶ କରିବା ପର୍ଯ୍ୟନ୍ତ...
ପଂଚାୟତ ପାଇଁ ବାଟ ଫିଟିଲା…..
{}ଓଡିଶା ପଂଚାୟତ ସଂଶୋଧନ bill 2021 ଆଜି ବିଧାନସଭାରେ ପାରିତ। ଏହି ବିଧେୟକ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ 50 ପ୍ରତିଶତ ଭିତରେ ରହିବ।...
ଅବହେଳା ପରିଲକ୍ଷିତ ହେଲେ, ପୁଣି ଲକ୍ଡାଉନ ଫେରିବ : ମୁଖ୍ୟମନ୍ତ୍ରୀ
ପର୍ବପର୍ବାଣୀ ସମୟରେ ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ତୃତୀୟ ଲହରୀକୁ ନିୟନ୍ତ୍ରଣ କରିବାରେ ନିର୍ଣ୍ଣାୟକ ହେବ – ମୁଖ୍ୟମନ୍ତ୍ରୀ
ଶିକ୍ଷାନୁଷ୍ଠାନ ଗୁଡିକରେ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଧାର୍ମିକ ଅନୁଷ୍ଠାନ, ଡାକ୍ତରଖାନା, ଅଫିସ ଓ ହାଟ...
ବିଧାନସଭାରେ ଉଠିଲା ଖରସ୍ରୋତା ଜଳ ପ୍ରସଙ୍ଗ…
{}ବିଧାନସଭାରେ ଉଠିଲା ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଜଳ ସମ୍ପଦ ବିଭାଗର ବିନା ଅନୁମୋଦନରେ ପ୍ରକଳ୍ପ ଚାଲିଛି। ସେଠି ଏହାକୁ...
ରାଜସ୍ୱ ମନ୍ତ୍ରୀଙ୍କ ବିରୋଧରେସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଲା କଂଗ୍ରେସ….
() ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ରେ ରାଜସ୍ୱ ମନ୍ତ୍ରୀଙ୍କ ବିବୃତି ଉପରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ...
ମୂର୍ତ୍ତି ଛୋଟ କରି ଧର୍ମୀୟ ଭାଵନା ସହ କୁଠାର ଘାଟ କରାଯାଉଛି : ମୋକିମ୍
() ମୂର୍ତୀ ଉଚ୍ଚତା ବୃଦ୍ଧି ଓ ତିନି ପର୍ଶ୍ୱରୁ ପରଦା ଉଠାଇବା ନେଇ ଗୃହରେ ଉଦବେଗ। ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ।10 ମିନିଟ ପରେ ସ୍ୱଭାବିକ ହେଲା ଗୃହ...














