ଶଙ୍ଖମୟ ହେବ କୋରାପୁଟ…
{}ବିଜେଡି କ୍ୟାମ୍ପରେ ଚନ୍ଦ୍ରଶେଖର ମାଝୀ। କୋଟପାଡ଼ ର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଚନ୍ଦ୍ର ଶେଖର ରାଜ୍ୟସଭା ସାଂସଦ ସୁବାସ ସିଂ ବାସ ଭବନରେ ନିଜ ସମର୍ଥକଙ୍କ ସହ ମିଶିଲେ। ପଂଚାୟତ...
ସୁନ୍ଦରଗଡରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…
{}ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୫୮୦ କୋଟି ଟଙ୍କାର ପ୍ରକଳ୍ପର ମଧ୍ୟ ଉଦ୍ଘାଟନ ଓ ଶୁଭାରମ୍ଭ ହେଲା।
{}ଦ୍ବିତୀୟ ଏମ୍ସ, ଅଲମ୍ପିକ୍ ଗୌରବ...
ନବୀନଙ୍କ ନେତୃତ୍ୱରେ ଗଢାଯିବ ନୂଆ ଓଡ଼ିଶା ; ପ୍ରଣବ କହିଲେ -ଶୋଷଣ, ଭାଷଣ ନୁହେଁ, ଏବେ ବିକାଶ...
ନବୀନଙ୍କ ନେତୃତ୍ୱରେ ଗଢାଯିବ ନୂଆ ଓଡ଼ିଶା ; ପ୍ରଣବ କହିଲେ -ଶୋଷଣ, ଭାଷଣ ନୁହେଁ, ଏବେ ବିକାଶ ହିଁ ବିକାଶ ..,
ସୁନ୍ଦରଗଡ ହେଲା ସବୁଜମୟ...
ସଂଗଠନକୁ ଅଧିକ ଶକ୍ତିଶାଳୀ କରିଛନ୍ତି ପ୍ରଣବ
କର୍ମୀ ଓ ନେତାଙ୍କୁ...
ରବି ଫସଲ ପାଇଁ ନୂଆଖାଇ ରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା….
{}ରବି ଫସଲ ପାଇଁ ନୂଆଖାଇ ରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତ
୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଗଲା 743 କୋଟି
କୋଭିଡ ମହାମାରୀ ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ...
ପୁଣି ନବୀନ ଦେଲେ ରାଜନୀତିରେ ବଡ ବାର୍ତ୍ତା : ଦଳରୁ ନିଲମ୍ବିତ ହେଲେ ବାହୁବଳୀ ବିଧାୟକ ପ୍ରଶାନ୍ତ...
() ନବୀନ ପଟ୍ଟନାୟକ l ୨୧ ବର୍ଷ ଧରି ଓଡ଼ିଶାର ଶାସନର ଭାର ଧରିଛନ୍ତି l ଲୋକେ ତାଙ୍କୁ ସବୁ ନିର୍ବାଚନରେ ବିଜୟୀ କରୁଛନ୍ତି । କାରଣ ସେ ସାଢ଼େ ୪କୋଟି ଓଡ଼ିଆଙ୍କ...
ଟୀକା ନେବା ପରେ ସଂକ୍ରମିତ ହେଲେ ଭଲ ହେବାକୁ ଅଧିକ ସମୟ ଲାଗୁଛି: ପ୍ରଫେସର ବାନାମ୍ବର ରାୟ
()କୋଭି ଡ୍ରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତି ଷେଧକ ଟୀକା ନେବା ପରେ ମଧ୍ୟ ଲୋକେ ଏହି ସଂକ୍ରମଣର ଶି କାର ହେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱ ି ତ କରୁଛି ।...
ହଟଗୋଳ ଭିତରେ ବିଧାନସଭାରେ ପାରିତ ହେଲା 4 ବିଲ…
{}ହଟଗୋଳ ଭିତରେ ବିଧାନସଭାରେ ପାରିତ ହେଲା 4 ବିଲ... ପଂଚାୟତ ସଂଶୋଧନ ବିଲ ,ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ ,ଓଡ଼ିଶା ଗୃହ ବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ ଓ ଭାରତୀୟ...
ବାଚସ୍ପତିଙ୍କୁ ଘେରିଲେ ବିରୋଧୀ…
()ବିଧାନସଭାରେ ବାଚସ୍ପତିଙ୍କୁ ଘେରାଉ। ଚାମ୍ବର ଭିତରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଘେରାଉ କରି ରଖିଛନ୍ତି। ଖଣି ଦୁର୍ନୀତି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସହମତି ନ ପ୍ରକାଶ କରିବା ପର୍ଯ୍ୟନ୍ତ...
ପଂଚାୟତ ପାଇଁ ବାଟ ଫିଟିଲା…..
{}ଓଡିଶା ପଂଚାୟତ ସଂଶୋଧନ bill 2021 ଆଜି ବିଧାନସଭାରେ ପାରିତ। ଏହି ବିଧେୟକ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ 50 ପ୍ରତିଶତ ଭିତରେ ରହିବ।...
ଅବହେଳା ପରିଲକ୍ଷିତ ହେଲେ, ପୁଣି ଲକ୍ଡାଉନ ଫେରିବ : ମୁଖ୍ୟମନ୍ତ୍ରୀ
ପର୍ବପର୍ବାଣୀ ସମୟରେ ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ତୃତୀୟ ଲହରୀକୁ ନିୟନ୍ତ୍ରଣ କରିବାରେ ନିର୍ଣ୍ଣାୟକ ହେବ – ମୁଖ୍ୟମନ୍ତ୍ରୀ
ଶିକ୍ଷାନୁଷ୍ଠାନ ଗୁଡିକରେ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଧାର୍ମିକ ଅନୁଷ୍ଠାନ, ଡାକ୍ତରଖାନା, ଅଫିସ ଓ ହାଟ...