ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା…

{ } ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ...

ଦେଶର ବିକାଶକୁ ବବିଙ୍କ ଗୁରୁତ୍ବ…

{ } ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦେଶପ୍ରୀତିର ଝଲକ ଦେଖିବାକୁ ମିଳିଲା । ମଞ୍ଚ ଉପରେ ଦଳୀୟ ସଂଗଠନ ଓ ଦଳୀୟ...

୨୫ବର୍ଷରେ ପାଦ ଦେଲା ବିଜେଡି…

{ } ପଚିଶ ବର୍ଷ ଆଗରୁ ବିଜୁ ବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆସ୍ଥା...

ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ…

( )କଂଗ୍ରେସ ସେବାଦଳ ପକ୍ଷରୁ ସଦ୍‌ଭାବନା ରାଲି { }ଦୀର୍ଘଦିନ ପରେ, ପଞ୍ଚାୟତ ଓ ନଗର ପାଳିକା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ଏକ ଶୃଙ୍ଖଳିତ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ...

କେନ୍ଦ୍ର ମାନୁ ସଂଘୀୟ ବ୍ୟବସ୍ଥା : ପ୍ରଣବ..

( ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସମସ୍ତଙ୍କୁ ସଂଘୀୟ ବ୍ୟବସ୍ଥାର ପାଠ ସମସ୍ତଙ୍କୁ ପଢ଼ାଇଛନ୍ତି ଓ ସମସ୍ତଙ୍କୁ ସମ୍ମାନ ଜଣାଇଛନ୍ତି। ତାଙ୍କର ଆଚାର ବିଚାର ଓ କାର୍ଯ୍ୟରେ ବିରୋଧୀଙ୍କ ପାଇଁ ବି...

ବିଜେଡିର ବଡ଼ ଘୋଷଣା : ୪୦% ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ଦଳ ଦେବ ଟିକେଟ…

() ନିକଟରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ପଞ୍ଚାୟତିରାଜ ଏବଂ ପୌରପାଳିକା ନିର୍ବାଚନରୁ ଉଠାଇ ଦିଆଯାଇଛି । ଏହି ରାୟ ସାରା ଦେଶରେ ଲାଗୁ କରାଯାଇଛି...

ପଞ୍ଚାୟତ ନିର୍ବାଚନରେ ନିଜ ନିଜର ସତ୍ୟ ପଠା ଦାଖଲ କରିବେ ପ୍ରାଥି …

{ } ଲୋକସଭା ଓ ବିଧାନସଭା ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରଥି ମାନେ ନିଜ ନିଜର ସତ୍ୟ ପଠା ଦାଖଲ କରିବେ । ପ୍ରାଥି ମାନଙ୍କର ଅପରାଧୀକ ମାମଲା, ସମ୍ପତି ଓ...

ସଂରକ୍ଷଣ ରାଜନୀତି : ଧର୍ମେନ୍ଦ୍ରଙ୍କୁ କଣ କହିଲେ ପ୍ରଣବ…

( ) Dharmendra Pradhan ଭାଇ,ଆପଣ ଜଣେ କେନ୍ଦ୍ରମନ୍ତ୍ରୀ, ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି | ଆପଣଙ୍କ ଦଳ ସେଠାରେ କେତେ ବର୍ଷ ଧରି କ୍ଷମତାରେ ଅଛି ? ସେଠାରେ କାହିଁକି ଓବିସି...

ରାଜ୍ୟରେ ଚାଲିଥିବା ଧାନ ସଂଗ୍ରହ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିକ୍ରିୟା….

( ) ଟୋକନ ବ୍ୟବସ୍ଥା ଓ ଟେକେନୋଲୋଜି ଦୃଷ୍ଟିରୁ ଧାନ ସଂଗ୍ରହ ପ୍ରକ୍ରିୟା ସୂଚାରୁ ରୂପେ ଚାଲିଛି । ଚଳିତ ବର୍ଷ 7 ଲକ୍ଷ 80 ହଜାର 710 ମେଟ୍ରିକ ଟନର ଧାନ...

ପଛୁଆବର୍ଗଙ୍କ ସଂରକ୍ଷଣ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିକ୍ରିୟା….

( ) ପଛୁଆ ବର୍ଗଙ୍କ ପାଇଁ ଲଢେଇ କରୁଛି ବିଜେଡି। ଦଳର ଆଭିମୂଖ୍ୟ କଣ ସମସ୍ତେ ଜାଣିଛନ୍ତି। ଆଇନ ବ୍ୟବସ୍ଥା,ସୁପ୍ରିମକୋର୍ଟ ଓ ହାଇକୋର୍ଟ କଟକଣା କରିଛନ୍ତି । ସେ ଅନୁସାରେ ଆବଶ୍ୟକ ପଦକ୍ଷେପ...

Follow us

20,832FansLike
0FollowersFollow
14,700SubscribersSubscribe

Latest news