ସମ ହସପିଟାଲର ଗବେଷକଙ୍କ ସଫଳତା : କୋଭିଡ୍-୧୯ ସଂକ୍ରମଣର ୭୩ଟି ପ୍ରକାର ଷ୍ଟେ୍ରନ୍ ଚିହ୍ନଟ…

ଭୁବନେଶ୍ୱର : ପ୍ରଥମ ଥର ପାଇଁ କୋଭିଡ୍-୧୯ ସଂକ୍ରମଣର ୭୩ଟି ପ୍ରକାର ଷ୍ଟେ୍ରନ୍ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ । ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚୁ୍ୟଟ ଅଫ ଜେନୋମିକ୍ସ ଆଣ୍ଡ...

ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ….

()କରୋନାରେ ଆକ୍ରାନ୍ତ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା...

ରାଜ୍ୟରେ ୧୪ ଜୀବନ ନେଲା କରୋନା, ୧୫୨୮ ନୂଆ ପଜିଟିଭ

() ରାଜ୍ୟରେ ଆଜି ୧୦ ମୁଣ୍ଡ ନେଇଛି କରୋନା । ଫଳରେ ମୃତ୍ୟୁସଂଖ୍ୟା ୨୮୬କୁ ବୃଦ୍ଧି ହୋଇଛି । ୧୪ଜଣଙ୍କ ମଧ୍ୟରୁ ୬ଜଣ ଗଞ୍ଜାମ ଜିଲ୍ଲାରୁ ହୋଇଥିବା ବେଳେ ୩ଜଣ ଲେଖାଏଁ ଖୋର୍ଦ୍ଧା...

ଓଡ଼ିଶାକୁ ଆନ୍ତର୍ଜାତିକ ପ୍ରମାଣପତ୍ର….

ଭୁବନେଶ୍ୱର : ସୁନାମି ସତର୍କତା ଅବଲମ୍ବନ ଏବଂ ତଦନୁସାରେ ପ୍ରସ୍ତୁତ ରହି ଧନଜୀବନ ହାନିକୁ ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର ଦୁଇଟି ଗାଁ ଆସନ୍ତାକାଲି...

ବର୍ଷାରେ ଭାସିଲା ମୁମ୍ବାଇ……

ମୁମ୍ବାଇ : ଲଗାଣ ବର୍ଷା ଯୋଗୁଁ ମୁମ୍ବାଇ ଅବସ୍ଥା ଅସମ୍ଭାଳ ହୋଇପଡିଛି । ସହରର ରାଜରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ସବୁଠି ପାଣି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି...

କରୋନାରେ ଦେଶ ଓ ରାଜ୍ୟରେ କେତେ ମୃତ୍ୟୁ ସଂଖ୍ୟା….

ଭୁବନେଶ୍ୱର : ଦେଶରେ ୪୦ ହଜାର ଟପିଲା କରୋନା ଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ଘଣ୍ଟାରେ ୯୦୪ ଆକ୍ରାନ୍ତଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୪୦ହଜାର ୬୯୯କୁ ବୃଦ୍ଧି ପାଇଛି...

ଆସିଲା ଅନଲକ୍ ୩.୦ର ରୂପ ରେଖ: ଉଠିଲା ରାତ୍ରି କାଳୀନ କର୍ଫ୍ୟୁ

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧ ତାରିଖରୁ ଦେଶରେ ଲାଗୁହେବ ଅନଲକ୍ ୩.୦। ଏନେଇ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ନୂତନ ଗାଇଡ଼ ଲାଇନ ଜାରି କରାଯାଇଛି। ଏଥରର ନିୟମରେ କିଛି କୋହଳ...

ସମ୍ ହସ୍ପିଟାଲରେ କୋଭିଡ୍-୧୯  ଭ୍ୟାକସିନ ମଣିଷ ଉପରେ ପ୍ରୟୋଗ….

ଭୁବନେଶ୍ୱର :  ଭାରତର ପ୍ରଥମ କୋଭିଡି-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ସ୍ୱିକୃତି ଦିଆଯାଇଥିବା ବେଳେ ଓଡିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ...

ଦେଶରେ ଫେବ୍ରୁଆରୀ ସୁଦ୍ଧା ଆସିପାରେ କରୋନା ଟିକା…

ଭୁବନେଶ୍ୱର: ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ବ୍ରେକ୍ ଲଗାଇବା ପାଇଁ ସାରା ବିଶ୍ୱ ଏବେ ଟିକା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି। ଏଥିମଧ୍ୟରେ ଭାରତ ତିଆରି କରୁଥିବା...

ଦେଶରେ ସର୍ବାଧିକ ୩୨,୬୯୫ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୯,୬୮,୮୭୬ରେ ପହଂଚିଛି। ଏ ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ...

Follow us

20,832FansLike
0FollowersFollow
14,700SubscribersSubscribe

Latest news