ବଙ୍ଗପୋସାଗରରେ ବାତ୍ୟା ଆଶଙ୍କା…

() ଗ୍ରୀଷ୍ମ ଋତୁ ବାତ୍ୟା (Summer Cyclone) ର ଗତି ଜଟିଳ। ସେଥିପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। {} ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ବାତ୍ୟା ସୃଷ୍ଟି...

ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର…

() ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର। ବାର୍ଷିକ ଅତିରିକ୍ତ ୧୮.୭୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର। {} ରାଜ୍ୟର ୨୮୩୬ ମିନି ଅଙ୍ଗନବାଡି କୁ ଉନ୍ନୀତ (upgrade)...

ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ବିଜେଡି..

() ବ୍ୟାରେଜ ନିର୍ମାଣରେ ଛତିଶଗଡକୁ ସହାୟତା କରିଥିଲେ ଓଡିଆ କେନ୍ଦ୍ରମନ୍ତ୍ରୀ। ଛତିଶଗଡର ବିଜେପି ସରକାର ବିରୁଦ୍ଧରେ ଗର୍ଜୁଥିବା ନେତା ଏବେ ନିରବ ।  ଛତିଶଗଡ ବନ୍ଧ ବାନ୍ଧୁଥିବାବେଳେ ମୂକ ଦର୍ଶକ ସାଜିଥିଲା ରାଜ୍ୟ ବିଜେପି। ଉଭୟ...

୫-ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତ…

() ୫-ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତର ଦ୍ବିତୀୟ ଦିନ, କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧାର ବିକାଶ ପାଇଁ ପଦକ୍ଷେପ। ଜିଲ୍ଲାର ଆଉ କେତେକ ମଠ ଓ...

୪୪୧ କୋଟିର ସୁଧ ରିହାତି ବିତରଣ କଲେ ମୁଖ୍ୟମନ୍ତ୍ରୀ;ଉପକୃତ ହେବେ ୩୫ ଲକ୍ଷ ଚାଷୀ…

() ୩୫ ଲକ୍ଷରୁ ଅଧିକ ଚାଷୀ ପାଇଲେ ୪୪୧.୭୬ କୋଟି ଟଙ୍କା ସୁଧ ରିହାତି। ୨୦୨୨-୨୩ ପାଇଁ ଦୁଇଟି ପର୍ଯ୍ୟାୟରେ ସମୁଦାୟ ୮୫୬.୯୯ କୋଟି ଟଙ୍କାର ସୁଧ ରିହାତି। ଚାଷୀମାନେ ହେଉଛନ୍ତି ନୂଆ ଓଡିଶା, ସଶକ୍ତ...

ଝାରସୁଗୁଡାରେ ବିଜେପିର ପ୍ରେସମିଟ ନେଇ ବିଜେଡିର ପ୍ରତିକ୍ରିୟା ….

() ସମ୍ବଲପୁର ହିଂସା ଇତିହାସ ହିଁ କହିବ ବିଜେପି ପ୍ରଶ୍ନର ଉତ୍ତର । ପ୍ରତ୍ୟେକ ରାମ ନବମୀ ଓ ହନୁମାନ ଜୟନ୍ତୀ ରେ କିଛି ନା କିଛି ସେଠି ଝାମେଲା ହୁଏ ।...

ରାଜ୍ୟରେ ପାୱାର କଟ ହେଉନି ଓଭର ଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ କରି ଯାଉଛି…

() ରାଜ୍ୟରେ ଇଲେକ୍ଟ୍ରିସିଟ ସପ୍ଲାଏ ର କୌଣସି ଅଭାବ ନାହିଁ । ଅନେକ ଜାଗାରେ ଓଭର ଲୋଡୀଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇ ଯାଉଛି । ବିଶେଷ କରି ଭୁବନେଶ୍ୱର ଅଞ୍ଚଳରେ...

ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥାଗତ ଶତପଥୀ…

() ଶଙ୍ଖ ଭବନ ଉଦଘାଟନ ବେଳେ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ରାଜନେତା ତଥାଗତ ଶତପଥୀ l ସେ କହିଛନ୍ତି ଯେ ମୁଁ ନିର୍ଦଳୀୟ ବିଜେଡ଼ିରେ ନାହିଁ l ମୁଁ ସାମ୍ବାଦିକ ହିସାବରେ ଆସିଥିଲି ଆଜି...

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କୋଲାବିରା ବ୍ଲକ ପତ୍ରାପାଲ୍ଲି ଗ୍ରାମରେ ଅଖିମୁଠି ଅନୁକୂଳ କଲେ….

{} ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କୋଲାବିରା ବ୍ଲକ ପତ୍ରାପାଲ୍ଲି ଗ୍ରାମରେ ଅଖିମୁଠି ଅନୁକୂଳ କଲେ। () ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକର...

ଲୋକସଭା ଭବନରେ ଖୋଲିଲା ମିଲେଟ କାଫେ ଉଦଘାଟନ କଲେ ନବୀନ…

() କୃଷି ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷି ମୁଠି ଅନୁକୂଳ। ମିଲେଟ ଶକ୍ତି କାଫେ, କ୍ରେଚ ' କଳିକା' ଲୋକାର୍ପଣ, କୃଷି ସମୀକ୍ଷା କେନ୍ଦ୍ର ଉଦଘାଟନ । {} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅକ୍ଷୟ...

Follow us

20,832FansLike
0FollowersFollow
14,700SubscribersSubscribe

Latest news