ରାଜ୍ୟର ସବୁ ଜିଲ୍ଲାରେ ହେବ ସାଇନ୍ସ ପାର୍କ : ଅଶୋକ ପଣ୍ଡା..

- Advertisement -

ଭୁବନେଶ୍ୱର : ବର୍ତମାନ ରାଜ୍ୟରେ 20 ଟି ସାଇନ୍ସ ପାର୍କ ହେବ। ପ୍ରଥମ ପର୍ଯ୍ୟାୟରେ 10ଟି, ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 10 ଟି ହେବ। ଗୋଟିଏ ସାଇନ୍ସ ପାର୍କ କରିବା ପାଇଁ 30 ମାସ ସମୟ ଲାଗିବ।
ମୁଖ୍ୟମନ୍ତ୍ରୀ 30ଟି ଜିଲ୍ଲାରେ 30 ଟି ବିଜ୍ଞାନ କେନ୍ଦ୍ର, ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି l ସମସ୍ତ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ପୋୖର ସଂସ୍ଥାକୁ ହସ୍ତାନ୍ତର କରାଯିବ।
ବର୍ତ୍ତମାନ ରାଜ୍ୟରେ ଦୁଇଟି ପ୍ଲାନେଟରୀୟମ କାର୍ଯ୍ୟକ୍ଷମ ରହିଛି। ସେହିଭଳି ବାରିପଦା , କେନ୍ଦୁଝର, ଗୋପାଳ ପୁର, ଓ ରାୟଗଡାରେ ପ୍ଲାନେଟୋରିୟମ କରିବା ପାଇଁ ପାଇପ ଲାଇନରେ ରହିଛି। ଅତୀତରେ ରାଉରକେଲା ପ୍ରକଳ୍ପ ପାଇଁ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବଲାଙ୍ଗୀରରେ ହେବାକୁ ଯହିଁବା ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତି ଆରମ୍ଭ କରଯାଇଥିବା ଗୃହରେ ଉତ୍ତର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles