- Advertisement -
ଭୁବନେଶ୍ୱର : ବଜେଟ୍ ସ୍ଵଚ୍ଛତାରେ ଓଡ଼ିଶା ୩ୟ ସ୍ଥାନ ହାସଲ କଲା। ରାଜ୍ୟର ଅର୍ଥନୈତିକ ଗତି ଅନୁଧ୍ୟାନ ପାଇଁ ସମନ୍ୱିତ ଏକକ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ।
Transparency international ରାଙ୍କି ରେ ଓଡ଼ିଶା ୩ୟ ସ୍ଥାନ ହାସଲ କରିଛି। କୃଷି, ପଶୁପାଳନ, ମାଛଚାଷ ସହ ରାଜସ୍ବ , ଘରୋଇ ଉପ୍ତାଦନ, ବ୍ୟାଙ୍କ ଋଣ, ନିଯୁକ୍ତି ଆଦି ମାନକ ନେଇ ଅର୍ଥନୈତିକ ଗତି ଅନୁଧ୍ୟାନ ନିମନ୍ତେ ଏକ ସମନ୍ଵିତ ଏକକ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ଙ୍କ ନିର୍ଦ୍ଦେଶ।