- Advertisement -
() 2021-22 ବର୍ଷରେ ରାଜ୍ୟରେ ୨୧୬୭ ଘରପୋଡି ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୭୮ ଘର ପୋଡ଼ି ହୋଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା ଜିଲ୍ଲା ରେ ଗୋଟିଏ ବି ଘର ପୋଡ଼ି ହୋଇନି। ବିଧାୟକ ମୁକେଶ ପାଲଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ଉତ୍ତର ରଖିଛନ୍ତି।