କେନ୍ଦ୍ରକୁ ରାଜ୍ୟର ଦାବି : ଆମ ପ୍ରାପ୍ୟ ଆମକୁ ଦିଅ….

- Advertisement -

() ଷ୍ଟିଲ ଆଣ୍ଡ ମାଇନ୍ସ ର ଷ୍ଟାଣ୍ଡିଂ କମିଟି ବୈଠକରେ କୋଲ ରର୍ୟାଲିଟି ରିଭାଇଜ କରିବା କରିବା ଏବଂ ଗ୍ରୀନ ସେସର ସିଂହ ରାଜ୍ୟକୁ ଦେବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି କମିଟି। କୋଇଲା ରାୟଲୀଟି ୧୪ ପ୍ରତିଶତରୁ ୨୦ ପ୍ରତିଶତ କରିବା ପାଇ ରାଜ୍ୟ ସରକାର ଦାବି କରନ୍ତୁ। ଏହା ସହ କୋଇଲା ଉତ୍ତୋଳନ ପାଇଁ ରାଜ୍ୟ ପ୍ରଦୂଷଣ ସହୁଛି। ଏଥିପାଇଁ ଗ୍ରୀନ ସେସ ଯେଉଁ ଆଦାୟ ହେଉଛି। ତାହା ସମସ୍ତ ରାଜ୍ୟଙ୍କୁ ବଣ୍ଟନ କରି କରାଯାଉଛି। ଯେଉଁ ଥିପାଇଁ ରାଜ୍ୟକୁ କୌଣସି ଫାଇଦା ହେଉ ନାହିଁ। ତେଣୁ ଗ୍ରୀନ ଶେଷର ସିଂହ ଭାଗ କମିଟି ସୁପାରିଶ କରିଥିବା କହିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles