ଦ୍ଵିତୀୟ ଡୋଜ ଟୀକା ନେବାକୁ ଭୂଲି ଯାଉଛନ୍ତି ଲୋକେ…

- Advertisement -

()ବର୍ତ୍ତମାନ ପାର୍ବଣ୍ୟ ରୁତୁ ଆରମ୍ଭ ହେଲା ଏହି ସମୟରେ ଭିଡ଼ ଭାଡ଼ ଆରମ୍ଭ ହୋଇଥାଏ।ତେଣୁ ଏହି ତିନି।ମାସ।ଗୁରୁତ୍ୱପୂର୍ଣ୍ଣ।ଏହି ସମୟକୁ ଲକ୍ଷ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି। ଲୋକଙ୍କୁ ସଚେତନ କରାଯାଉଛି।କୋଭିଡ଼ ଆପ୍ରୋପ୍ରିଏଟ ବିହେଭିଅର କେମିତି ପାଳନ ହେବ ତାହା ଗୁରୁତ୍ୱପୂର୍ଣ୍ଣ।ଭ୍ୟାକ୍ସିନେସନ ପ୍ରୋଗ୍ରାମ ଆଗେଇ ଚାଲିଛି।ଯେତିକି ଭ୍ୟାକ୍ସିନ ମିଳୁଛି କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କାର୍ୟ୍ଯ ଚାଲୁଛି।ଲୋକଙ୍କ ସହଯୋଗ ର ଆବଶ୍ୟକତା ରହିଛି। ଭୁବନେଶ୍ୱର ହେଉଛି ହେଲଥ ହବ।ରାଜ୍ୟର ସମସ୍ତ ସ୍ଥାନରୁ ଏବଂ ରାଜ୍ୟ ବାହାରୁ ଲୋକ ଆସୁଛନ୍ତି। ହସ୍ପିଟାଲ ଯିବା ପୁର୍ବରୁ ସମସ୍ତଙ୍କ ସ୍କ୍ରିନିଂ ହେଉଛି।ଭୁବନେଶ୍ୱର ରାସ୍ତା ଘାଟ ବଜାର ଭିଡ ହେଉଛି। ଟ୍ରେସିଂ ହେଉଛି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେଇଥିପାଇଁ କିଛି ଅଧିକ ବାହାରୁଛି। ସ୍କ୍ରପ ଡ଼୍ରାଇପସ ନୁଆ ନୁହେଁ, ପୁର୍ବରୁ ଥିଲା। ତା ର ଚିକିତ୍ସା ବ୍ୟବସ୍ଥା ରହିଛି। ଏହା କହିଛନ୍ତି ଡିଏମଇଟି
ସିବିକେ ମହାନ୍ତି l – ଦ୍ୱିତୀୟ ଡୋଜ ଟୀକା ନେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି ଲୋକେ
– ମାତ୍ର 68 ଲକ୍ଷ ଅର୍ଥାତ 28 ପ୍ରତିଶତ ଲୋକ ନେଇଛନ୍ତି ଦ୍ୱିତୀୟ ଡୋଜ ଟୀକା
– ଯେଉଁମାନେ ଦ୍ୱିତୀୟ ଡୋଜ ନେବାକୁ ଭୁଲି ଯାଉଥିବା ଲୋକଙ୍କୁ ମେସେଜ ଦିଆଯିବା ସତେ ବି ସେମାନେ ଆସୁ ନାହାନ୍ତି
– ଏଣିକି ଜିଲ୍ଲା ସ୍ତରରେ ଦ୍ୱିତୀୟ ଡୋଜ ନ ନେଉଥିବା ଲୋକଙ୍କର ତାଲିକା ପ୍ରକାଶ କରାଯିବ
– ସେମାନଙ୍କୁ ଦ୍ୱିତୀୟ ଡୋଜ ଟୀକା ନେବା ପାଇଁ ସଚେତନ କରାଯିବ
– ବର୍ତ୍ତମାନ ପର୍ଯ୍ୟନ୍ତ 2 କୋଟି 67 ଲକ୍ଷ ଟୀକା କରଣ ହୋଇଛି
– ପ୍ରଥମ ଡୋଜ 1 କୋଟି 98 ଲକ୍ଷ ଦିଆଯାଇଛି ଅର୍ଥାତ 64 ପ୍ରତିଶତ
ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles