ଆରପାରିକୁ ଚାଲିଗଲେ ଶୁଗ୍ରୀବ ।

- Advertisement -

ବ୍ଯୁରୋ :ଶୋଇଗଲେ ଶୁଗ୍ରୀବ,ଲୋକ ପ୍ରିୟ ଧାରାବାହିକ ରାମାୟଣର ଅଭିନେତା ଶ୍ୟାମ ସୁନ୍ଦର କଲାନୀଙ୍କ ପରଲୋକ । ୮୦ ଦଶକର ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣ ପ୍ରତେକ ଭାରତୀୟଙ୍କ ମନରେ ଛାଡିଯାଇଛି ଏହାର ଛାପ ।ଏବେ ଦେଶରେ ଲକଡାଉନ୍ ସମୟରେ ସରକାର ପୁଣିଥରେ ଏହି ମେଗା ଧାରାବାହିକର ପୁନଃ ପ୍ରସାରଣ କରିଛନ୍ତି। ହେଲେ ଏହି ସମୟରେ ଆସିଛି ଏକ ଦୁଃଖଦ ଖବର। ରାମାୟଣରେ ଶୁଗ୍ରୀବ ଚରିତ୍ରରେ ଅଭିନୟ କରିଥିବା ଶ୍ୟାମ ସୁନ୍ଦର କଲାନୀଙ୍କ ପରଲୋକ ଘଟିଛି । ସେ ବହୁଦିନ ଧରି କ୍ୟାନ୍ସର ରୋଗରେ ପୀଡିତ ଥିଲେ ।ଏ ସମ୍ପର୍କରେ ଟୁଇଟ୍ କରି ଜଣାଇଛନ୍ତି ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ । ଏବଂ ଳକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହିରୀ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles